ସାବଧାନ୍! ଏବେ କରୋନା ନୁହେଁ, ଡେଙ୍ଗୁ ରୋଗୀଙ୍କଠାରେ ଦେଖାଦେଉଛି ବ୍ଲାକ୍ ଫଙ୍ଗସ୍, ଇନ୍ଦୋରରୁ ଚିହ୍ନଟ
ଇନ୍ଦୋର: ଡେଙ୍ଗୁକୁ ନେଇ ସରକାର ଚିନ୍ତାରେ ଥିବା ସାମ୍ନାକୁ ଆସିଛି ଆଉ ଏକ ସଙ୍କଟ । କରୋନା ପରେ ଯେଉଁ ବ୍ଲାକ୍ ଫଙ୍ଗସ୍ ହଇଚଇ ସୃଷ୍ଟି କରିଥିଲା, ତାହା ପୁଣି ଫେରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ବ୍ଲାକ୍ ଫଙ୍ଗସ୍ ଏବେ କରୋନା ନୁହେଁ, ବରଂ ଡେଙ୍ଗୁ ରୋଗୀଙ୍କଠାରେ ଦେଖିବାକୁ ମିଳିଛି । ଏହି ନୂଆ ମାମଲା ଇନ୍ଦୋରରେ ୫୦ ବର୍ଷୀୟ ଆକ୍ରାନ୍ତଙ୍କଠାରେ ଦେଖିବାକୁ ମିଳିଛି । ଧାର ଜିଲ୍ଲାର ଏହି […]