ଭୁଲରେ କରୀନାଙ୍କୁ ଧକ୍କା ମାରି ଦେଲେ ପ୍ରଶଂସକ, ରାସ୍ତା ମଝିରେ କଲେ ଗାଳି…
ମୁମ୍ବାଇ ୦୩।୧୧ : ବଲିଉଡରେ ବେବୋ ନାମରେ ପରିଚିତ କରୀନା କପୁର ଖାନ୍ । ତାଙ୍କ ସୁନ୍ଦରତା ଓ ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚା । ତାଙ୍କ ସବୁବେଳେ ଟିକେ ଟିକେ କଥାରେ ନାକ ଉପରେ ରାଗ । କିନ୍ତୁ ବର୍ତ୍ତମାନ ଗତକାଲି ସୋସିଆଲ ମିଡିଆରେ ତାଙ୍କର ଏକ ରାଗି ଯିବାର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ହୋଲି ସମୟର ଜଣାପଡିଛି, ଯେଉଁଥିରେ ଜଣେ ପ୍ରଶଂସକ ହଠାତ୍ କରିନା କପୁରଙ୍କୁ ଠେଲି ଦେଇଛନ୍ତି। […]