ରାଜଧାନୀରେ ପୁଣି ହକି ଫିଭର, ଉଦଘାଟନୀ ମ୍ୟାଚରେ ବେଲଜିୟମକୁ ଭେଟିବ ଦକ୍ଷିଣ ଆଫ୍ରିକା
ଭୁବନେଶ୍ୱର ୨୪।୧୧: ଆଜିଠୁ ପୁଣି କମ୍ପିବ କଳିଙ୍ଗ । ବୁଧବାରଠୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ପୁରୁଷ ଜୁନିଅର ବିଶ୍ବକପ ହକି। ଏଥିରେ ପାକିସ୍ତାନ ସମେତ ୧୬ଟି ଟିମ୍ ଅଂଶ ଗ୍ରହଣ କରିବେ। କୋଭିଡ କଟକଣାକୁ ଦେଖି ବିନା ଦର୍ଶକରେ ମ୍ୟାଚ ଆୟୋଜନ କରାଯିବ। ତେବେ ଖେଳାଳିମାନଙ୍କର ରହିବା ଏବଂ ସେମାନେ କେମିତି ସୁରୁଖୁରରେ ମ୍ୟାଚ ଖେଳିବେ ଅଭ୍ୟାସ କରିବେ ଏଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି। ଖବର ଅନୁଯାୟୀ, କଳିଙ୍ଗ […]