ସର୍ବଭାରତୀୟ ପୁଲିସ୍ ହକି: ରଶ୍ମିତାଙ୍କ ହ୍ୟାଟ୍ରିକ୍; ଓଡ଼ିଶା ମହିଳାଙ୍କୁ କା˚ସ୍ୟ
କଟକ: ବେଙ୍ଗାଲୁରୁରେ ଶେଷ ହୋଇଥିବା ସର୍ବଭାରତୀୟ ପୁଲିସ୍ ହକି ପ୍ରତିଯୋଗିତାରେ ରଶ୍ମିତା ମିଞ୍ଜ୍ଙ୍କ ହ୍ୟାଟ୍ରିକ୍ ବଳରେ ଓଡ଼ିଶା ମହିଳା ଦଳ କା˚ସ୍ୟ ପଦକ ଜିତିଛି। ତୃତୀୟ ସ୍ଥାନ ପାଇଁ ମୁକାବିଲାରେ ଓଡ଼ିଶା ଦଳ ୬-୦ ଗୋଲ୍ରେ ମହାରାଷ୍ଟ୍ର ପୁଲିସ୍କୁ ହରାଇଥିଲା। ରଶ୍ମିତା ମିଞ୍ଜ ୪ ଓ ଏଲିନ୍ ଲାକ୍ରା ୨ ଗୋଲ୍ ଦେଇ ଓଡ଼ିଶାକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ପ୍ରଥମ କ୍ବାର୍ଟରରେ ରଶ୍ମିତା ମିଞ୍ଜ୍ ପ୍ରଥମ ଗୋଲ୍ ଦେଇଥିଲା ବେଳେ ଦ୍ବିତୀୟ ଓ ତୃତୀୟ କ୍ବାର୍ଟରରେ […]