କେଜିଏଫ୍କୁ ପଛରେ ପକାଇଲା ପୁଷ୍ପା , ବକ୍ସ ଅଫିସ୍ରେ କରୁଛି ଧମାଲ …
ନୂଆଦିଲ୍ଳୀ ୨୩।୧୨ : କରୋନା ମହାମାରୀକୁ ଦୃଷ୍ଟି ରଖା ଯାଇ ସିନେମା ହଲ ଗୁଡିକ ଖୋଲା ଯାଇଥିଲା । ସେଥିରୁ ବାକି ଥିବା ଅନେକ ଫିଲ୍ମ ରିଲିଜ୍ ହୋଇଥିଲା। କେତେକ ବଡ ବଜେଟ୍ର ଫିଲ୍ମ ରିଲିଜ୍ ହେବା ମାତ୍ର ହଲ୍ରେ ଧମାଲ କରୁଛି । କିନ୍ତୁ ନିକଟରେ ଅଲ୍ଲୁ ଅର୍ଜୁନ ଅଭିନୀତ ସାଉଥ ଫିଲ୍ମ ‘ପୁଷ୍ପା’ ଏବେ ଦର୍ଶକଙ୍କ ହୃଦୟରେ ରାଜ କରୁଛି । ଏହାର ବକ୍ସ ଅଫିସ୍ କଲେକ୍ସନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । […]