ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ : କମ୍ ଟେଷ୍ଟରେ ଓ୍ୱିକେଟ୍ ପଛରେ କରିଛନ୍ତି ବେଶୀ ଶିକାର
ସେଞ୍ଚୁରିୟନ,୨୯|୧୨: ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ୱିକେଟ୍ କିପର ରିଷଭ ପନ୍ତ ଏକ ବିରଳ ରେକର୍ଡ ଭଙ୍ଗ କରିଛନ୍ତି । କମ୍ ଟେଷ୍ଟ ଖେଳି ୱିକେଟ୍ ପଛରେ ୧୦୦ ୱିକେଟ୍ ନେବାରେ ସହାୟତା କରିବାରେ ପନ୍ତ ରେକର୍ଡ କରିଛନ୍ତି । ପୂର୍ବରୁ ଭାରତୀୟ ୱିକେଟ୍ କିପରଙ୍କ ମଧ୍ୟରେ ମହେନ୍ଦ୍ର ସିଂ ଧୋନି ଓ ରିଦ୍ଧିମାନ ଶାହା ୩୬ଟି ଲେଖାଏଁ ଟେଷ୍ଟ ଖେଳି ୱିକେଟ୍ ପଛରେ ୧୦୦ ୱିକେଟ୍ ନେବାରେ ସହାୟତା […]