ଦକ୍ଷିଣ ଆଫ୍ରିକା ଭାରତ ଟେଷ୍ଟ୍ ଶୃଙ୍ଖଳା: ଭାରତ ୨୦୨ରେ ଅଲ୍ଆଉଟ୍
ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ମାଟିରେ ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟ ଆଶାରେ ଥିବା ଭାରତୀୟ ଦଳକୁ ସୋମବାର ଝଟ୍କା ଲାଗିଛି। ୱଣ୍ଡରର୍ସରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ୍ରେ ବିରାଟ କୋହଲିଙ୍କ ବିନା ଖେଳିଥିବା ଭାରତୀୟ ଦଳ ପ୍ରଥମ ପାଳିରେ ମାତ୍ର ୨୦୨ ରନ୍ କରି ସମସ୍ତ ୱିକେଟ୍ ହରାଇ ଦେଇଛି। କାମଚଳା ଅଧିନାୟକ କେଏଲ୍ ରାହୁଲ୍ (୫୦, ୧୩୩ ବଲ୍, ୯ ଚୌକା) ଏବଂ ଆର୍ ଅଶ୍ବିନ୍ (୪୬, ୫୦ ବଲ୍, ୬ ଚୌକା)ଙ୍କ ଛଡ଼ା ଅନ୍ୟ […]