ଦେଶ ବିଦେଶ ମନୋରଞ୍ଜନ

ବିବାହର ୯ବର୍ଷ ପରେ ଅଲଗା ହେଲେ ଲୋକପ୍ରିୟ ଯୋଡି ଆମିର ଅଲି- ସଞ୍ଜିଦା ଶେଖ, ଏବେ ମା’କୁ ମିଳିଲା ଝିଅର କଷ୍ଟଡି

ନୂଆଦିଲ୍ଳୀ ୦୭। ୦୧ : ପ୍ରଥମେ ହେଲା ପ୍ରେମ ପରେ ବିବାହ, ଆଉ ଏବେ ବିଚ୍ଛେଦ । ସେ ଆଉ କେହି ନୁହେଁ ଟେଲି ଜଗତର ଲୋକପ୍ରିୟ ଯୋଡ଼ି ସଞ୍ଜିଦା ଶେଖ ଏବଂ ଆମିର ଅଲି। ଗୋଟେ ସମୟରେ ଦର୍ଶକଙ୍କ ଭଲପାଇବା ପାଉଥିବା ଏହି ଯୋଡ଼ି ଏବେ ଅଲଗା ହୋଇଯାଇଛନ୍ତି। କେବଳ ସେତିକି ନୁହେଁ ଝିଅ ଆୟରାଙ୍କ କଷ୍ଟଡି ସଞ୍ଜିଦାଙ୍କୁ ମିଳିଥିବା ମଧ୍ୟ କୁହାଯାଉଛି। କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଆମିର-ସଞ୍ଜିଦା ୨୦୧୨ରେ […]

ଦେଶ ବିଦେଶ ମନୋରଞ୍ଜନ

ରାମ ଚରଣଙ୍କୁ ଦେଖି ଭୋ-ଭୋ ହୋଇ କାନ୍ଦିଲେ ଫିମେଲ୍ ଫ୍ୟାନ୍, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ ୦୭/୦୧: ସାଉଥ୍ ଷ୍ଟାର୍ ରାମ ଚରଣଙ୍କ ଫ୍ୟାନ୍ ଫଲୋଇଂ ବିଷୟରେ ସମସ୍ତେ ଜାଣନ୍ତି । ଅଭିନେତା ପ୍ରାୟତଃ କୁହନ୍ତି ତାଙ୍କ ପ୍ରଶଂସକଙ୍କ ଠାରୁ ସେ ଯେଉଁଭଳି ଭାବରେ ଭଲପାଇବା ପାଆନ୍ତି, ତାହା ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ପ୍ରଶଂସକଙ୍କ ଯେଉଁଭଳି ଭଲପାଇବା ଅନ୍ୟ କାହାର ହୋଇପାରିବ ନାହିଁ। ନିକଟରରେ ରାମ ଚରଣ ତାଙ୍କର ଆଗାମୀ ଫିଲ୍ମ RRR ର ପ୍ରମୋସନ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କର ଟିକିଏ ଝଲକ ଦେଖିବାକୁ ବହୁ ସଂଖ୍ୟାରେ ପ୍ରଶଂସକ […]

ପର୍ଯ୍ୟଟନ ରାଜ୍ୟ

ଘନ କୁହୁଡି ଚାଦରରେ ବ୍ଲାକ୍ ପାଗୋଡା, ପର୍ଯ୍ୟଟକ ନିରାଶ

କୋଣାର୍କ ୭।୧: ଘନ କୁହୁଡି ଚାଦରରେ ଘୋଡାଇ ହୋଇଛି ବ୍ଲାକ୍ ପାଗୋଡା । କୋଣାର୍କ ସୂର୍ଯ୍ୟମନ୍ଦିର ଘୋଡାଇ ହୋଇ ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରକୃତିର ଏହି ଘନ କୁହୁଡିର ବଳୟ ଭିତରେ ଏବେ ବ୍ଲାକ ପାଗୋଡା । ଶୁକ୍ରବାର ସକାଳୁ କୋଣାର୍କରେ ଦେଖିବାକୁ ମିଳିଛି ମାତ୍ରାଧିକ କୁହୁଡି । ଯାହା ସମ୍ପୂର୍ଣ୍ଣ କୋଣାର୍କ ବଜାର ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ଲୁଚାଇ ଦେଇଛି । କୁହୁଡିର ମାତ୍ରା ଏତେ ଅଧିକ ଥିଲା ପାଖରୁ ମଧ୍ୟ […]

ରାଜ୍ୟ ସ୍ୱାସ୍ଥ୍ୟ

ହାତୀଛୁଆର ମୃତଦେହ ଉଦ୍ଧାର

ଦେବଗଡ଼: ଆଜି ଏକ ହାତୀଛୁଆର ମୃତଦେହ ବନବିଭାଗ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ରେଞ୍ଜ ଅନ୍ତର୍ଗତ ମୂଷାବିରା ଗ୍ରାମ ନିକଟସ୍ଥ କେନାଲରୁ ହାତୀ ଛୁଆର ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ନେଇ ଗ୍ରାମବାସୀ ବନବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେଉଁ କାରଣରୁ ହାତୀଛୁଆର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ।

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ପରିବେଶ ଟିକେ ଅଲଗା ରହିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସପରିବାର ଦର୍ଶନୀୟ ସ୍ଥାନକୁ ବୁଲି ଯାଇପାରନ୍ତି। ବୃଷ: ପାରିବାରିକ ଜୀବନ ସୁଖମୟ ହେବ। ଅଫିସରେ ପୂର୍ବଦିନ ଅପେକ୍ଷା ଅଧିକ କାମ କରିବେ। ଆମଦାନି ପାଇଁ ନୂଆ ସୁଯୋଗ ପାଇବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ମିଥୁନ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। କୌଣସି ବଡ଼ କାମ ସନ୍ତାନଙ୍କ ସାହାଯ୍ୟରେ ପୂରା ହୋଇଯିବ। କର୍କଟ: ଜୀବନରେ ସ୍ଥିରତା […]

ରାଜ୍ୟ ସ୍ୱାସ୍ଥ୍ୟ

ପାଟପୁର ଥାନାରେ ପଶିଲା କରୋନା, ୪ କର୍ମଚାରୀ ପଜିଟିଭ୍ ଚିହ୍ନଟ

ସାନଖେମୁଣ୍ଡି ୬।୧: ପାଟପୁର ଥାନାରେ ପଶିଲା କରୋନା । ଗଞ୍ଜାମ ଜିଲ୍ଲା ପାଟପୁର ଥାନାର ୪ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଥାନା କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଥାନା ଫାଟକରେ ବ୍ୟାରିକେଟ୍ ବାନ୍ଧିଛି ପୋଲିସ । ଜରୁରୀ କାମ ନଥିଲେ ଥାନାକୁ ନଆସିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ଖେଳ ଦେଶ ବିଦେଶ

ତିନି ବର୍ଷ ପରେ ଇଣ୍ଡଷ୍ଟ୍ରିକୁ କମ୍‌ ବ୍ୟାକ୍‌ କଲେ ଅନୁଷ୍କା ଶର୍ମା, ସେୟାର କଲେ ଫିଲ୍ମ ‘ଚକଦା ଏକ୍ସପ୍ରେସ’ ଫାଷ୍ଟ ଲୁକ୍…

ନୂଆଦିଲ୍ଳୀ ୦୬।୦୧ : ଦୀର୍ଘ ସମୟର ବିରତି ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି । ବର୍ତ୍ତମାନ ଅନୁଷ୍କା ଶର୍ମାଙ୍କ ଏକ ବାୟୋପିକ୍‌ରେ ନଜର ଆସିବେ । ଅନୁଷ୍କା ଏହି ଫିଲ୍ମ ପ୍ରସିଦ୍ଧ ମହିଳା କ୍ରିକେଟର ଝୁଲନ ଗୋସ୍ୱାମୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ବହୁ ପ୍ରତୀକ୍ଷିତ ଫିଲ୍ମ ‘ଚକଦା ଏକ୍ସପ୍ରେସ’ରେ ସୁଟିଂ ଆରମ୍ଭ ହୋଇଛି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ପ୍ରଥମ ଲୁକ୍ ସହିତ ଏହି ସୂଚନା ଦିଆଯାଇଛି। ଅନୁଷ୍କା ଶର୍ମାଙ୍କର […]

ଦେଶ ବିଦେଶ ଧର୍ମ

ଧର୍ମ ପରିବର୍ତ୍ତନ କର ଟଙ୍କା ନିଅ, ଝାଡଖଣ୍ଡରେ ଚାଲିଛି ଏପରି ଖେଳ

ଝାଡ଼ଖଣ୍ଡ ୦୬/୦୧: ଆଜିକାଲି ଝାଡଖଣ୍ଡର ଗିରିଡିହ ଜିଲ୍ଲାରେ ଧର୍ମ ପରିବର୍ତ୍ତନର ଖେଳ ଖୋଲାଖୋଲି ଭାବେ ଚାଲିଛି। ଜିଲ୍ଲାର ଦେଓରି ବ୍ଲକ ଏବଂ ବେଙ୍ଗାବାଦର ବ୍ଲକରେ ଲୋକଙ୍କୁ ପ୍ରଲୋଭନ ଦେଖାଇ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଉଛି। ଏହିପରି ବେଙ୍ଗାବାଦ ବ୍ଲକର ହର୍ଲା ଗ୍ରାମରୁ ଏକ ସମାନ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଆଶା ଦେବୀ ନାମକ ଜଣେ ମହିଳା ହିନ୍ଦୁ ଧର୍ମ ଛାଡି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛନ୍ତି ଏବଂ ଲୋକମାନଙ୍କୁ ନାନା ପ୍ରଲୋଭନ ଦେଖାଇ ଧର୍ମ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନ୍ ଯୋଗୁଁ ସ୍ଥଗିତ ହେଲା ‘ଗ୍ରାମୀ ଆୱାର୍ଡ୍ସ’ ସେରିମନି, ଜାଣନ୍ତୁ କେବେ ହେବ ଆୟୋଜନ

ନୂଆଦିଲ୍ଲୀ ୦୬/୦୧: ଗତ ଦୁଇ ବର୍ଷ ମଧ୍ୟରେ ଦୁନିଆରେ ଅନେକ ପରିବର୍ତ୍ତନ ହୋଇଛି। କରୋନା ମହାମାରୀ ସବୁଆଡେ ଅନିଶ୍ଚିତତା ସୃଷ୍ଟି କରିଛି। ଗତ କିଛି ଦିନ ହେବ ସବୁକିଛି ସ୍ୱାଭାବିକ ଥିଲା। ସିନେମା ହଲରେ ଫିଲ୍ମ ରିଲିଜ୍ ହେଉଥିଲା ଏବଂ ଷ୍ଟାରମାନେ ଆୱାର୍ଡ ଶୋ’ରେ ଯୋଗ ଦେଉଥିଲେ। କିନ୍ତୁ ବର୍ତ୍ତମାନ ପୁଣି ଥରେ ସମଗ୍ର ବିଶ୍ୱରେ କରୋନା ଭାଇରସର ନୂଆ ରୂପ ‘ଓମିକ୍ରନ୍’ର ବୃଦ୍ଧି ଘଟୁଛି। ତେଣୁ, ଏଥିପାଇଁ ‘ଗ୍ରାମୀ ଆୱାର୍ଡ୍ସ’ ଇଭେଣ୍ଟକୁ ନେଇ ବର୍ତ୍ତମାନ ଏକ […]

ରାଜ୍ୟ ସ୍ୱାସ୍ଥ୍ୟ

ହୁ ହୁ ହୋଇ ବଢିଚାଲିଛି କରୋନା, ଆଜି ରାଜ୍ୟରେ ୧୨୦୦ ଟପିଲା ପଜିଟିଭଙ୍କ ସଂଖ୍ୟା

ଭୁବନେଶ୍ୱର: ହୁ ହୁ ହୋଇ ରାଜ୍ୟରେ ବଢିଚାଲିଛି କରୋନା | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ତେବେ ସପ୍ତାହକ ତଳର ସ୍ଥିତିକୁ ଦେଖିଲେ ଆଜି ପାଖାପାଖି ୧୦ ଗୁଣ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ସୁନ୍ଦରଗଡ(୧୬୬), ଷ୍ଟେଟ ପୁଲ(୧୧୦), ସମ୍ୱଲପୁର(୯୯), କଟକ(୮୦) ଜଣ ଆକ୍ରାନ୍ତ […]