ମନୋରଞ୍ଜନ ରାଜନୀତି ରାଜ୍ୟ

ଅନନ୍ତକାଳ ପାଇଁ ନିଜ ସଙ୍ଗୀତ ମାଧ୍ୟମରେ ବଞ୍ଚି ରହିବେ ଲତା ମଙ୍ଗେସକର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିୟୋଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ପରଲୋକ ବିଷୟରେ ଜାଣି ଗଭୀର ଦୁଃଖିତ। ‘ମେଲୋଡି କୁଇନ୍ ଅଫ୍ ଇଣ୍ଡିଆ’ ଆମର ସାମଗ୍ରିକ ଚେତନାରେ ଏକ ଶୂନ୍ୟସ୍ଥାନ ଛାଡ଼ିଯାଇଛି। ସେ ଅନନ୍ତକାଳ ପାଇଁ ନିଜ ସଙ୍ଗୀତ ମାଧ୍ୟମରେ ବଞ୍ଚି ରହିବେ। ମୋର ଚିନ୍ତାଧାରା ଏବଂ ପ୍ରାର୍ଥନା ଶୋକସନ୍ତପ୍ତ ପରିବାର ଏବଂ ତାଙ୍କ ଅଗଣିତ ପ୍ରଶଂସକଙ୍କ […]

ରାଜ୍ୟ ସ୍ୱାସ୍ଥ୍ୟ

ଆଜିର କୋଭିଡ ମୃତ୍ୟୁ ସୂଚନା: ରାଜ୍ୟରେ ପୁଣି ୨୩ ଜଣ କରୋନା ସଂକ୍ରମିତଙ୍କ ପ୍ରାଣହାନି, ମୃତକଙ୍କ ସଂଖ୍ୟା ୮୭୩୪କୁ ବୃଦ୍ଧି

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୨୩ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୩୪କୁ ବୃଦ୍ଧି ପାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷରେ ପୁରୀ ଜିଲ୍ଲାର ୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏଣେ କୋରାପୁଟ ଓ ନୟାଗଡ଼ […]

ରାଜ୍ୟ ସ୍ୱାସ୍ଥ୍ୟ

ଦ୍ରୁତ ଗତିରେ ଖସୁଛି ସଂକ୍ରମଣ, ପିକ୍‌ ସମୟରେ ଅଧିକ ହସ୍ପିଟାଲାଇଜେସନ୍‌ ହୁଏ- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୦୬।୦୨: ଦୈନିକ ଟେଷ୍ଟି ୬୦ ରୁ ୬୨ ହଜାର ରହୁଛି। କିନ୍ତୁ ଏତେ ଶୀଘ୍ର ସଂକ୍ରମଣ ହ୍ରାସ ପାଇବ ବୋଲି ଆଶା କରାଯାଉନଥିଲା। କିନ୍ତୁ ବର୍ତ୍ତମାନ ଦ୍ରୁତ ଗତିରେ ହ୍ରାସ ପାଉଛି ସଂକ୍ରମଣ। ଯେଉଁଭଳି ଭାବେ ସଂକ୍ରମଣ କମୁଛି । ତାହା ଖୁବ୍ ଶୀଘ୍ର ଗ୍ରହଣୀୟ ଅବସ୍ଥାକୁ ଫେରିବ । ସଂକ୍ରମଣ ସମ୍ପୂର୍ଣ୍ଣ କମିଲା ବୋଲି କହି ପାରିବନାହିଁ। କୌଣସି ମହାମାରୀ ଶେଷ ହୁଏନି। ପ୍ୟାଣ୍ଡେମିକ ଧୀରେ ଧୀରେ ଏଣ୍ଡେ ମିକ ହୁଏ। ବର୍ତ୍ତମାନ ଆମେ […]

ମନୋରଞ୍ଜନ ରାଜ୍ୟ

“ମାୟାବୀ”ର ଶୁଭ ମହୁରତ, ଏକାଠି ନଜର ଆସିବେ ଭୂମିକା ଓ ଅମ୍ଲାନ୍

ଭୁବନେଶ୍ୱର ୦୬।୦୨ : ପରଦାକୁ ଆସୁଛି “ମାୟାବୀ” । ଚଳଚ୍ଚିତ୍ର” ଚକ୍ଷୁବନ୍ଧନ”ର ସଫଳତା ପରେ ଅନିଶ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ କରୁଛନ୍ତି ଚଳଚ୍ଚିତ୍ର “ମାୟାବୀ” l ରଜ ବଜାରକୁ ଟାର୍ଗେଟ ରଖି ଏହି ଫିଲ୍ମ ନିର୍ମାଣ କରାଯାଉଛି । ପ୍ରଥମ ଥର ପାଇଁ ଅଭିନେତା ଅମ୍ଳାନ ଓ ଭୂମିକା ଯୋଡି ଏହି ଫିଲ୍ମରେ ଅଭିନୟ କରିବେ । ତେବେ ଆମେ ଯାହା ଦେଖୁ ସବୁ ଯେ ସତ ଏହା ଏକ ମଧୁର ମିଛ l ଯିଏ ଯାହା ଦେଖେଇବାକୁ […]

ଧର୍ମ ରାଜ୍ୟ

ଶ୍ରୀମନ୍ଦିରକୁ ସୁନା ଅଳଙ୍କାର ଦାନ କଲେ ଭକ୍ତ, ମହାଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଦେଲେ ପେଣ୍ଡି ଏବଂ ହାର

ପୁରୀ ୦୬।୦୨ : ଶ୍ରୀମନ୍ଦିରକୁ ଦାନ କଲେ ଦାତା । ଜନୈକ ଦାତା ମା ମହାଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ସୁନା ଅଳଙ୍କାର ଦାନ କରିଛନ୍ତି । ଏହି ଅଳଙ୍କାରରେ ୧ ହଳ ପେଣ୍ଡି ଏବଂ ଗୋଟିଏ ହାର ରହିଛି । ଏଥିରେ ସମୁଦାୟ ୧୦୨ ଗ୍ରାମ ସୁନା ବ୍ୟବହାର କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାତା ଜଣଙ୍କ ଏହି ଦାନ କରିଛନ୍ତି । ଶ୍ରୀମନ୍ଦିରକୁ ଦାନ କରିଥିବାରୁ ସେ ବହୁତ ଆନନ୍ଦିତ ଅଛନ୍ତି ବୋଲି କହିଛନ୍ତି […]

ଦେଶ ବିଦେଶ ମନୋରଞ୍ଜନ

ଲତା ମଙ୍ଗେସ୍‌କର୍‌ଙ୍କ ବିୟୋଗରେ ୨ ଦିନ ରାଷ୍ଟ୍ରୀୟ ଶୋକ, ମୁମ୍ବାଇର ଶିବାଜୀ ପାର୍କ ଶ୍ମଶାନରେ ଶେଷକୃତ୍ୟ

ନୂଆଦିଲ୍ଲୀ: ମହାନ୍‌ ଗାୟିକା ଲତା ମଙ୍ଗେସ୍‌କର୍‌ଙ୍କ ସ୍ମୃତିରେ ୨ ଦିନ ଜାତୀୟ ଶୋକ ପାଳନ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ସକାଳ ୮.୧୨ରେ ମୁମ୍ବାଇସ୍ଥିତ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ୯୨ ବର୍ଷୀୟ ଲତାଙ୍କର ଦେହାନ୍ତ ହୋଇଯାଇଛି। ସରକାରୀ ସୂତ୍ରରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି, ଲତା ମଙ୍ଗେସ୍କର୍‌ଙ୍କ ସ୍ମୃତିରେ ୨ ଦିନ ଜାତୀୟ ଶୋକ ପାଳନ କରାଯିବ। ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନପୂର୍ବକ ଦୁଇ ଦିନ ଜାତୀୟ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସୋମବାର ଖୋଲିବ ସ୍କୁଲ, ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି : ମନ୍ତ୍ରୀ

ପୁରୀ ୦୫/୦୨: ଆଉ ଗୋଟିଏ ଦିନ ପରେ ଅର୍ଥାତ୍ ସୋମବାର ଖୋଲିବ ସ୍କୁଲ, କଲେଜ । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀର ଆରମ୍ଭ ହେବ ପାଠପଢା । ତେବେ ଏଥିପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ୭ ତାରିଖରୁ ନବମ ଓ ଦଶମ ଶ୍ରେଣୀ ସକାଳ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଆସନ୍ତା ୧୪ ତାରିଖରୁ କେ.ଜି ରୁ ଅଷ୍ଟମ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଘ ମେଳା କଟକଣା : ଚନ୍ଦ୍ରଭାଗାରେ ପଡିବନି ବୁଡ, ସର୍ବସାଧାରଣ ପ୍ରବେଶ ମନା

ପୁରୀ ୦୫/୦୨: କରୋନା କଟକଣାକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କୋଣାର୍କ ଥାନା ଅନ୍ତର୍ଗତ ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ, ନବଗ୍ରହ ମନ୍ଦିରରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଆସନ୍ତା ୬ ତାରିଖ ଅପରାହ୍ନ ୪ ଘଟିକା ଠାରୁ ୭ ତାରିଖ ସକାଳ ୯ ଘଟିକା ତଥା ନୀତିକାନ୍ତି ସମ୍ପର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ନିଟ୍ ପରୀକ୍ଷା ସ୍ଥଗିତ, ୬ରୁ ୮ ସପ୍ତାହ ଘୁଞ୍ଚାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ ୦୪/୦୨: ଘୁଞ୍ଚିଲା ନିଟ୍ ପରୀକ୍ଷା । ଏବେ ନୁହେଁ ବରଂ ଆଉ ୬ରୁ ୮ ସପ୍ତାହ ପରେ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ପରୀକ୍ଷା ମାର୍ଚ୍ଚ ୧୨ରେ ହୋଇଥାନ୍ତା । ସୂଚନାନୁସାରେ, ମାର୍ଚ୍ଚ ୧୨ରେ ନିଟ୍ ପିଜି-୨୦୨୨ ହୋଇଥାନ୍ତା । କିନ୍ତୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଥିଲେ । ସେମାନଙ୍କ ଅଭିଯୋଗ ଥିଲା ଯେ, ୨୦୨୧ ନିଟ୍ ପିଜି କାଉନସେଲିଂ ତାରିଖ […]

ଖେଳ ଦେଶ ବିଦେଶ

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ! ଜୁନରେ ଖେଳାଯାଇପାରେ ମ୍ୟାଚ୍

କଟକ,୦୪/୦୨: ଓଡିଶାରେ ହେବ ଅନ୍ତର୍ଜାତୀୟ ଟି୨୦ ମୁକାବିଲା । ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା ! ବାରବାଟୀରେ ଖେଳାଯିବ ଏହି ମ୍ୟାଚ୍ । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ବିସିସିଆଇ ସହ କଥା ହୋଇଥିବା କହିଛନ୍ତି । ଓସିଏ ସମ୍ପାଦକ କହିଛନ୍ତି ଯେ, କରୋନା ପାଇଁ ବାରବାଟୀରେ ଭାରତ-ଓ୍ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ହୋଇଥାନ୍ତା । କିନ୍ତୁ ବାୟୋ ବବଲ ପାଇଁ ଏହାକୁ ଦୁଇଟି ସ୍ଥାନରେ ଖେଳାଯିବ । ତେବେ ଜୁନ […]