ଅପରାଧ ରାଜ୍ୟ

ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା? ବଢିଲା ସସପେନ୍ସ

କଳାହାଣ୍ଡି ୦୧/୦୭: କଳାହାଣ୍ଡି ଭବାନୀପାଟଣା ଧୋବା ପଡ଼ାରେ ଜଣେ ଯୁବକଙ୍କ ମୃତଦେହ ଘରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ତାଙ୍କ ନାମ ରିଙ୍କୁ ସେଠି । ବୟସ ୨୯ ବୋଲି ଜଣାପଡ଼ିଛି । ଆଜି ସକାଳେ ରିଙ୍କୁ ଅତ୍ୟଧିକ ମଦ୍ୟପାନ କରିବା ସହିତ ଲୋକଙ୍କ ସହିତ ମାଡ଼ପିଟ ମଧ୍ୟ କରିଥିଲେ । ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କୁ ମଧ୍ୟ ଯାଇ ସେଠାକାର ସିକ୍ୟୁରିଟି ଗାର୍ଡ ସାଙ୍ଗରେ ପାଟିତୁଣ୍ଡ କରିଥିଲେ । ଖବର ପାଇବା ପରେ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କୁଟୁରା ଉଦ୍ଧାର, କୁକୁର କାମୁଡ଼ାରେ ଆହତ ହୋଇଥିଲା

ଆଠଗଡ଼ ୦୭/୦୧: କୁଟୁରା ଛୁଆ ଉଦ୍ଧାର । ଆଠଗଡ଼ ବନଖଣ୍ଡ ତିଗିରିଆ ଜେମାଦେଇପୁର ଗ୍ରାମବାସୀ ମାନଙ୍କ ଦ୍ୱାରା ଉଦ୍ଧାର ହୋଇଛି କୁଟୁରା ଛୁଆ । କୁକୁର କାମୁଡ଼ାରେ କୁଟୁରା ଛୁଆଟି ଆହତ ହୋଇଥିଲା । ଉଦ୍ଧାର ପରେ କୁଟୁରା ଛୁଆକୁ ବନବିଭାଗ ହସ୍ତାନ୍ତର କରିଛନ୍ତି । ଗ୍ରାମବାସୀ ଚିକିତ୍ସା ପରେ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ।

ଖେଳ ଦେଶ ବିଦେଶ

ନ୍ୟାସନାଲ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା, ଡାଏମଣ୍ଡ ଲିଗ୍‌ରେ ଜିତିଲେ ରୌପ୍ୟ

ମୁମ୍ବାଇ ୦୧।୦୭: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଛନ୍ତି। ନୀରଜ ଏବେ ପୁଣି ଥରେ ନିଜ ରେକର୍ଡ ଭାଙ୍ଗିଛନ୍ତି। ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ଚାଲିଥିବା ଷ୍ଟକହୋମ ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି। ଯେଉଁଥିରେ ସେ ଡାଏମଣ୍ଡ ଲିଗରେ ରୌପ୍ୟ ପଦକ ଜିତିଛନ୍ତି। ଷ୍ଟକହୋମରେ ଅନୁଷ୍ଠିତ ସମ୍ମାନଜନକ ଡାଏମଣ୍ଡ ଲିଗରେ ୨୪ ବର୍ଷୀୟ ନୀରଜ ଚୋପ୍ରା ନିଜର ପ୍ରଥମ ପ୍ରୟାସରେ ୮୯.୯୪ ମିଟର […]

ଅପରାଧ ରାଜ୍ୟ

ନିଜ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କଳାହାଣ୍ଡି ୧।୭: ଝୁଲନ୍ତା ମୃତଦେହ ଠାବ । ନିଜ ଘରୁ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କାଳୀମନ୍ଦିର ପଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କାଳୀମନ୍ଦିର ପଡାରେ ଜଣେ ଯୁବକଙ୍କ ମୃତଦେହ ନିଜ ଘରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତକଙ୍କ ନାଁ ସୁଶାନ୍ତ ସାହୁ । ତାଙ୍କ ବୟସ ୨୩ ବର୍ଷ ବୋଲି ଜଣାପଡିଛି । ଗତ ଅପ୍ରେଲ ୨୨ରେ […]

ଦେଶ ବିଦେଶ ମନୋରଞ୍ଜନ

ଶୋ’ରେ ଏଣ୍ଟ୍ରି କଲେ ନୂଆ ନଟୁ କାକା,ଫ୍ୟାନ୍ସ କହିଲେ-ପୁରୁଣାଙ୍କୁ ଭୁଲି ପାରିବୁନି

ମୁମ୍ବାଇ ୦୧।୦୭: ‘ତାରକ ମେହେତା କା ଓଲଟା ଚଷମା’ରେ ଜଣେ ନୂଆ କଳାକାରର ଧମାକାଦାର ଏଣ୍ଟ୍ରି ହୋଇଛି। ଏବେ ସମୟ ଆସି ଯାଇଛି ଯାହା ପାଇଁ ଅନେକ ଅପେକ୍ଷା ଥିଲା। ଘନଶ୍ୟାମ ନାୟକଙ୍କ ମୃତ୍ୟୁ ପରଠାରୁ ଏହି ଚରିତ୍ର ଶୋ’ରେ ଦେଖିବାକୁ ମିଳୁନଥିଲା।ଲୋକମାନେ ନୂଆ ନଟୁ କାକାଙ୍କୁ ବହୁତ ମନେ ପକାଉଥିଲେ। କିନ୍ତୁ ବର୍ତ୍ତମାନ ୯ ମାସ ପରେ ନୂଆ ନଟୁ କାକାଙ୍କୁ ଶୋ’ ଏଣ୍ଟ୍ରି କରାଯାଇଛି। ଏହି ସମୟରେ ନୂଆ ନଟୁ କାକାଙ୍କୁ ଦେଖି ସମସ୍ତେ […]

ଦେଶ ବିଦେଶ ମନୋରଞ୍ଜନ

ଦୀର୍ଘ ବର୍ଷ ପରେ କମ୍‌ବ୍ୟାକ୍‌ କରୁଛନ୍ତି ଏହି ଅଭିନେତ୍ରୀ, ବଲିଉଡ୍‌ରେ ନୁହେଁ ସାଉଥରେ କରିବେ ଧମାଲ

ମୁମ୍ବାଇ ୦୧।୦୭: ଅଭିନେତ୍ରୀ ନର୍ଗିସ୍ ଫଖରୀ ଦୀର୍ଘ ସମୟ ଧରି ବଲିଉଡ୍‌ରୁ ଦୂରେଇ ରହିଥିଲେ। ଏହି ସମୟରେ କେବଳ ଲୋକ ନୁହଁନ୍ତି, ନିର୍ମାତାମାନେ ମଧ୍ୟ ବିରତି ନେଉଥିବା ହିରୋଇମାନଙ୍କୁ ଭୁଲିଯାଆନ୍ତି। ହେଲେ ରଣବୀର କପୁରଙ୍କ ବିପକ୍ଷରେ ଫିଲ୍ମ ରକଷ୍ଟାରରେ ଡେବ୍ୟୁ କରିଥିବା ନର୍ଗିସଙ୍କୁ ମନେ ପକାଇଛନ୍ତି ନିର୍ମାତା। ଦୁଇ ବର୍ଷର ବ୍ରେକ୍‌ ପରେ, ନର୍ଗିସ୍ ବଲିଉଡରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହା ପୁରା ହୋଇପାରି ନଥିଲା। ଏବେ ସେ ପୁଣି ଥରେ ଦର୍ଶକଙ୍କ ସାମ୍ନାରେ […]

ଦେଶ ବିଦେଶ ମନୋରଞ୍ଜନ

ମହାରାଷ୍ଟ୍ରର ନୂଆ ସିଏମ୍‌ଙ୍କର ପ୍ରଶଂସା କଲେ କଙ୍ଗନା, କହିଲେ-ପାପ ବଢିଗଲେ ବିନାଶ ହୁଏ

ମୁମ୍ବାଇ ୦୧।୦୭: ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କଙ୍ଗନା ବିଜେପିର ଜଣେ ଦୃଢ ସମର୍ଥକ। ଏନେଇ ଗୁରୁବାର ଦିନ କଙ୍ଗନା ସୋସିଆଲ୍‌ ମିଡିଆରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ଗର୍ବ ଭାଙ୍ଗିବା ବିଷୟରେ କହିଥିଲେ। ତାଙ୍କ ବ୍ୟତୀତ କାଶ୍ମୀର ଫାଇଲର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ ମହାରାଷ୍ଟ୍ରର ନୂତନ ସିଏମଙ୍କୁ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ଦୁହେଁ ଲେଖିଛନ୍ତି କି […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆରଏସ

କେନ୍ଦୁଝର ୩୦/୦୬ : କେନ୍ଦୁଝର ଭିଜିଲାନ୍ସ ଜାଲରେ ପଡ଼ିଲେ ବୃଢିକାପୁଡି ଗ୍ରାମପଞ୍ଚାୟତର ଜିଆରଏସ ନିରାକାର ମାହାନ୍ତ। ଏମଏନ୍ଆରଏସ କାମ କରିବାକୁ ଜବକାର୍ଡ ନାଁରେ ରେଜିଷ୍ଟେସନ ପାରମେନ୍ଟ ମିତ୍ରଭାନୁ ମହାନ୍ତଙ୍କ ଠାରୁ ୨ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ସେ ଧରା ପଡ଼ିଛନ୍ତି। ତାଙ୍କଠୁ କେମିକାଲ ବୋଳା ଦୁଇ ହଜାର ଟଙ୍କା ଜବତ ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ କରାଯାଉଛି ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି। ଅନ୍ୟପଟେ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଫସାଇ […]

ଅପରାଧ ରାଜ୍ୟ

ଟିଣ ଘରେ ଉପରେ ମାଡିଗଲା ଟ୍ରକ୍, ୨ ଶ୍ରମିକଙ୍କ ମୃତ୍ୟୁ

ଖୋର୍ଦ୍ଧା ୧।୭: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଲି ବୋଝେଇ ଟ୍ରକ୍ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତ ଦୁଇ ଶ୍ରମିକ ରାସ୍ତା କାମରେ ନିୟୋଜିତ ଥିଲେ […]

ଅପରାଧ ଦେଶ ବିଦେଶ

ଉଦୟପୁର ହତ୍ୟାକାଣ୍ଡ: ଦୁଇ ଅଭିଯୁକ୍ତକୁ ଜୁଲାଇ ୧୩ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

ଉଦୟପୁର: ରାଜସ୍ଥାନ ଉଦୟପୁରରେ କହ୍ନେୟା ଲାଲ୍‌ଙ୍କୁ ହତ୍ୟା କରିଥିବା ଦୁଇ ଆତଙ୍କୀକୁ ସ୍ଥାନୀୟ କୋର୍ଟ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଆଜି ଉଦୟପୁର ସେସନ କୋର୍ଟ ଅଭିଯୁକ୍ତ ରିୟାଜ ଅଖତର ଏବଂ ଘୁସ ମହମ୍ମଦକୁ ବିଚାର ବିଭାଗୀୟ ହାଜକୁ ପଠାଇ ଅନୁମତି ଦେଇଛନ୍ତି। ଆଜି ଶୁଣାଣି ପାଇଁ ପୁଲିସ ଦୁଇ ଅଭିଯୁକ୍ତର ମୁହଁ ବାନ୍ଧି କୋର୍ଟକୁ ଆଣିଥିଲେ। ଏହି ସମୟରେ କୋର୍ଟ ପରିସରର ଓକିଲମାନେ ଭିଡ଼ ଦମାଇ ଦୁଇ ଅଭିଯୁକ୍ତକୁ ମୃତ୍ୟୁ […]