ଟାଟା ଷ୍ଟିଲ୍ ଭୁବନେଶ୍ବର ସାହିତ୍ୟ ଉତ୍ସବ: ସତ୍ୟକୁ ଅନାବରଣ କରିବା ସାହିତ୍ୟର ଧର୍ମ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର: ସତ୍ୟକୁ ଅନାବରଣ କରିବା ସାହିତ୍ୟର ଧର୍ମ। ଓଡ଼ିଆ ଭାଷାର ବିବିଧତା ଏତେ ବେଶି ଯେ ଏଥିରୁ କେବଳ ମୌଳିକ ଲେଖା ସୃଷ୍ଟି ହୋଇଛି। କିନ୍ତୁ ବିଡ଼ମ୍ବନା ହେଲା, ଜାତୀୟ ସ୍ତରରେ ଓଡ଼ିଆ ସାହିତ୍ୟିକମାନେ ଯେତେ ପରିଚିତ ହୋଇପାରିଛନ୍ତି, ଓଡ଼ିଆ ସାହିତ୍ୟ […]









