ନବ ଦାସ ହତ୍ୟା ତଦନ୍ତ: ଝାରସୁଗୁଡ଼ାରେ ମାନସିକ ରୋଗ ବିଶେଷଜ୍ଞ ଟିମ୍
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ/ ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ଆଜି ୮ ଦିନ ହୋଇଯାଇଥିଲେ ମଧ୍ୟ ଏହା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା କଥା ପୁଲିସ ଏଏସ୍ଆଇ ଗୋପାଳ ଦାସ ସ୍ବୀକାର […]









