ଏମ୍ସରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଜରିଆରେ ରୋଗ ଚିହ୍ନଟ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବା ଉଚ୍ଚ ପ୍ରଯୁକ୍ତି କ୍ଷମତାସମ୍ପନ୍ନ ମେସିନ୍ ଜରିଆରେ ବର୍ତ୍ତମାନ ତୁରନ୍ତ ରୋଗ ଚିହ୍ନଟ ସହ ଚିକିତ୍ସା ହୋଇପାରୁଛି। ତାଇୱାନର ଚାଙ୍ଗ୍ ଗୁଙ୍ଗ୍ ବିଶ୍ୱବିଦ୍ୟାଳୟ ସହଯୋଗରେ ଏମ୍ସ ଭୁବନେଶ୍ବରରେ ଏହାର ପ୍ରୟୋଗ କରାଯିବ ବୋଲି ସୂଚନା […]









