୭ ବର୍ଷ ପରେ ବାଂଲାଦେଶ ଫେରିଲେ ମିର୍ଜାନୁର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନାଉଗାଁ : ରୋଜଗାର ଅନ୍ବେଷଣରେ ଓଡିଶା ଆସି ପାରାଦୀରେ କାମ କରୁଥିବା ବେଳେ ଅନୁପ୍ରବେଶକାରୀ ଭାବେ ଗିରଫ ହୋଇଥିବା ମିର୍ଜାନୁର ୭ ବର୍ଷ ପରେ ଜନ୍ମମାଟି ବାଂଲାଦେଶ ଫେରିବାର ସୁଯୋଗ ପାଇଛନ୍ତି। ମିର୍ଜାନୁର ଗିରଫ ହେବାପରେ କୁଜଙ୍ଗ ଜେଲ୍ରେ ୩ ବର୍ଷ […]









