୧୬ରୁ ଶୀତ କମିବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଗତକାଲି ରାତିରୁ ରାଜ୍ୟର ପାରଦ ସ୍ତର ଖସିଥିବା ବେଳେ କିଛି କିଛି ସ୍ଥାନରେ ଶୀତ ଅନୁଭୂତ ହୋଇଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଗତକାଲି ଘୁ. ଉଦୟଗିରିଠାରେ ୬.୪ ଡିଗ୍ରି ରେକର୍ଡ ହୋଇଛି। ପଛକୁ ରାଉରକେଲା। ଏଠାରେ ରାଜ୍ୟର ସର୍ବନିମ୍ନ […]









