ଓଡ଼ିଶାରେ ହେଉନି ଆଳୁ ବିହନ ଉତ୍ପାଦନ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର: ଓଡ଼ିଶାକୁ ବାର୍ଷିକ ୩୫ ହଜାର ଟନ୍ ଆଳୁ ବିହନର ଆବଶ୍ୟକତା ଥାଏ। ମାତ୍ର ରାଜ୍ୟର ନିଜସ୍ବ ଉତ୍ପାଦନ ନଥିବାରୁ ସମୁଦାୟ ଆବଶ୍ୟକତା ପଞ୍ଜାବରୁ ପୂରଣ କରାଯାଏ। ଏଥିପାଇଁ କେଜି ପିଛା ବିହନ ଦର ୪୦ ଟଙ୍କା ହେବା ସହିତ ଠିକ […]









