ଉଦୟପୁର-ଚାନ୍ଦିପୁର ତଟସୁରକ୍ଷା ଓ ମେରାଇନ୍ ଡ୍ରାଇଭ୍ ରାସ୍ତା ନିର୍ମାଣ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜଳେଶ୍ୱର: ଭୋଗରାଇର ଉଦୟପୁରଠାରୁ ବାଲେଶ୍ୱରର ଚାନ୍ଦିପୁର ଯାଏ ସମୁଦ୍ର ତଟ ସୁରକ୍ଷା ସହ ଏକ ସୁଗମ ମେରାଇନ୍ ଡ୍ରାଇଭ୍ ରାସ୍ତା ନିର୍ମାଣ ପାଇଁ ସମୁଦ୍ରକୂଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏ ନେଇ ପ୍ରସ୍ତାବ ମଧ୍ୟ ସାର୍ବଜନୀନ କରାଯାଇଛି। ପ୍ରକଳ୍ପ ନିର୍ମାଣ ହେଲେ […]









