ଅଧୁରା ରହିଲା ଜଗା ଦର୍ଶନ: ଦୁର୍ଘଟଣାରେ ବାଇକ୍ ସହ ଜଳିଗଲେ ୨ ଯୁବକ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କନ୍ଦରପୁର: କଟକ ପାରାଦୀପ ରାସ୍ତାର କନ୍ଦରପୁର ଟୋଲଗେଟ୍ରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ୍ ସହ ଦୁଇ ଜଣ ବାଇକ୍ ଆରୋହୀ ଜଳି ଯାଇଛନ୍ତି। ମୃତ ବ୍ୟକ୍ତିମାନେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ରାହାମା ବାଲିଢି଼ଅ ଗ୍ରାମର […]









