ଗ୍ରିଡ୍କୋର ବୈଧତା ନେଇ ପ୍ରଶ୍ନ ଉଠିଲା, ଜନଶୁଣାଣିରେ ଆପତ୍ତିକର୍ତ୍ତା ଗର୍ଜିଲେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ରାଜ୍ୟରେ ବିଦ୍ୟୁତ୍ ଦର ନିର୍ଧାରଣ କ୍ଷେତ୍ରରେ ଅନ୍ୟ ଯେଉଁ ଅଂଶୀଦାରମାନେ ଭାଗ ନେଉଛନ୍ତି, ସେମାନଙ୍କ ଭୂମିକା ସ୍ପଷ୍ଟ ଭାବେ ବୁଝିହେଉଛି। କିଏ ଉତ୍ପାଦନକାରୀ, କିଏ ସରବରାହ କରୁଛନ୍ତି, କିଏ ଆବଣ୍ଟନକାରୀ କଂପାନି। ଏଥିରେ ଗ୍ରିଡ୍କୋ କେଉଁଠୁ ଆସିଲା? ବିଦ୍ୟୁତ୍ […]









