କୃଷି ଓଡ଼ିଶାକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ: ନୂଆ ପ୍ରଯୁକ୍ତି ସହ ଅର୍ଥକାରୀ ଫସଲକୁ ଗୁରୁତ୍ବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ପ୍ରଯୁକ୍ତି ହେଉଛି ବିକାଶର ଧାରା। କୃଷି କ୍ଷେତ୍ରରେ ପ୍ରଯୁକ୍ତିର ଆବଶ୍ୟକତା ରହିଛି। ଚାଷୀମାନେ ନୂତନ ପ୍ରଯୁକ୍ତିର ବ୍ୟବହାର ସହିତ ଅର୍ଥକାରୀ ଫସଲ କରନ୍ତୁ। ରାଜଧାନୀସ୍ଥିତ ବରମୁଣ୍ଡା ଖେଳ ପଡ଼ିଆରେ କୃଷି ଓଡ଼ିଶା କାର୍ଯ୍ୟକ୍ରମ ଉଦ୍ଘାଟନ କରି ଉପସ୍ଥିତ ଚାଷୀମାନଙ୍କୁ […]









