କଟକରେ ଚାଞ୍ଚଲ୍ୟ: ଆଦିବାସୀ ମହିଳାଙ୍କୁ ଅପହରଣ, ଗଣଦୁଷ୍କର୍ମ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ (ମହାନଦୀବିହାର): ଜଣେ ୩୫ ବର୍ଷୀୟା ଆଦିବାସୀ ମହିଳାଙ୍କୁ ଅପହରଣ କରିନେଇ ଦୁଇଦିନ କାଳ ଗଣଦୁଷ୍କର୍ମ କରିବା ଏବଂ ଆଜି ଜଙ୍ଗଲରେ ଅଚେତ ଅବସ୍ଥାରେ ଫିଙ୍ଗିଦେଇ ଚାଲିଯିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ସହରରେ। କିନ୍ତୁ, ଏହି ଘଟଣାରେ […]









