ନବ ହତ୍ୟା ପ୍ରସଙ୍ଗରେ ଅଟକିଛି ଗୃହ କାର୍ଯ୍ୟ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ବିଜେପିର ଦାବି ଯେ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେଉ। କଂଗ୍ରେସର ଦାବି, ଏସ୍ଆଇଟି ତଦନ୍ତ ହେଉ। ବିଜେଡିର ପ୍ରସଙ୍ଗ ହେଲା, କେନ୍ଦ୍ରର ଚାଷୀ ଓ ଗରିବ ମାରଣ ନୀତି ଚଳିବ ନାହିଁ। ତିନି ଦଳ ଏମିତି […]









