ଏନ୍ଏଫ୍ଆଇ ପକ୍ଷରୁ ‘ସ୍ବାଧୀନ ସାମ୍ବାଦିକ ଫେଲୋସିପ୍’: ଆବେଦନ ପାଇଁ ଆଉ ୨ ଦିନ ବାକି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ନ୍ୟାସନାଲ ଫାଉଣ୍ଡେସନ୍ ଫର୍ ଇଣ୍ଡିଆ(ଏନ୍ଏଫ୍ଆଇ) ପକ୍ଷରୁ ଦିଆଯିବାକୁ ଥିବା ‘ସ୍ବାଧୀନ ସାମ୍ବାଦିକ ଫେଲୋସିପ୍’ ପାଇଁ ଆବେଦନକୁ ଆଉ ମାତ୍ର ୨ ଦିନ ବାକି ରହିଲା। ଏହି ଫେଲୋସିପ୍ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ୨୬ ତାରିଖ ସୁଦ୍ଧା ଏନ୍ଏଫ୍ଆଇର […]









