ଗାୟତ୍ରୀବାଳାଙ୍କୁ ଆଇଆଇଏମ୍ସି ଆଲୁମ୍ନି ଅଫ୍ ଦ ଇୟର ସମ୍ମାନ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ନୂଆଦିଲ୍ଲୀଠାରେ କବୟିତ୍ରୀ ଗାୟତ୍ରୀବାଳା ପଣ୍ଡାଙ୍କୁ ୨୦୨୩ ମସିହା ପାଇଁ ‘ଆଲୁମ୍ନି ଅଫ୍ ଦ ଇୟର’ ସମ୍ମାନରେ ସମ୍ମାନିତ କରାଯାଇଛି। ଆଜି ଆଇଆଇଏମ୍ସି ଆଲୁମ୍ନି ଆସୋସିଏସନ୍ ପକ୍ଷରୁ ଆୟୋଜିତ କନେକ୍ସନ୍ସ ୨୦୨୩ରେ ଆଇଆଇଏମ୍ସିର ଡିଜି […]









