ଗାରୋଇ: ଅସୁରକ୍ଷିତ କୋଠା ପାର୍ଶ୍ବରେ ଚାଲୁଛି ଶିକ୍ଷାଦାନ, ଯେକୌଣସି ମୁହୂର୍ତରେ ଘଟିପାରେ ବଡ଼ ଧରଣର ଅଘଟଣ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଗାରୋଇ : କାନ୍ଥରେ ଲେଖି ଦିଆଯାଇଛି ଅସୁରକ୍ଷିତ ଶ୍ରେଣୀ ଗୃହ। କିନ୍ତୁ ବିଦ୍ୟାଳୟ ପରିସରରେ ଥିବା ସେହି କୋଠାଗୁଡ଼ିକୁ ଭଙ୍ଗାଯାଇ ନାହିଁ। ଅସୁରକ୍ଷିତ କୋଠା ପାର୍ଶ୍ବରେ ଶିକ୍ଷାଦାନ ଚାଲୁଛି। ଛାତ୍ରଛାତ୍ରୀମାନେ ଖେଳକୁଦ ଓ ଚଳପ୍ରଚଳ ହେଉଛନ୍ତି। ନାଉଗାଁ ବ୍ଲକ୍ର ସେପରି ୭୬ଟି […]









