ଚର୍ଚ୍ଚାରେ ୩ କୁନି ଧାବକ: କୋରାପୁଟରୁ ଦାମନଯୋଡ଼ି ଦୌଡ଼ିଲେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କୋରାପୁଟ : ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ବୟସ। କୋରାପୁଟ ଜିଲ୍ଲା ଜୟପୁର ସହରର ତିନି କୁନି ଧାବକ କୋରାପୁଟ ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ଦାମନଯୋଡ଼ି ପର୍ଯ୍ୟନ୍ତ ଦୌଡ଼ି ବିସ୍ମୟ ସୃଷ୍ଟି କରିଛନ୍ତି। ଏହି ୩ କୁନି ଧାବକ ହେଲେ, […]









