ଖେଳ ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ମାରାଥନ୍, ଲମ୍ବା ଦୌଡ଼ରେ ଉଜ୍ଜ୍ବଳମୟ ସମ୍ଭାବନା: କୋଚ୍ ନାହାନ୍ତି କି ସାଧନ ନାହିଁ, ୟୁଟ୍ୟୁବରୁ ଦେଖି ଚଳୁଛି କାମ

ବାରିପଦା: କୋଚ୍ ନାହାନ୍ତି। ସାଧନ ମଧ୍ୟ ନାହିଁ। ଘରର ରୋଜଗାର ସମ୍ପୂର୍ଣ୍ଣ ଭାବେ ବାପାଙ୍କ ଉପରେ ନିର୍ଭରଶୀଳ। ଆଉ ଚାଷ କାମ କରୁଥିବାରୁ ନିଜ ପିତାଙ୍କଠାରୁ ଲମ୍ବା ଦୌଡ଼ ଏବଂ ମାରାଥନ୍ ପାଇଁ ଆବଶ୍ୟକ କରୁଥିବା ସାଧନ ଆଶା କରିବା ମଧ୍ୟ ବୃଥା। ତେବେ ନିଜ ଉଦ୍ୟମରେ, ଘରଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ ଥିବା ବାରିପଦା ଷ୍ଟାଡିୟମ୍ ଏବଂ ଛଉ ପଡ଼ିଆକୁ ଅଭ୍ୟାସ କରିବାକୁ ଆସି ଲମ୍ବ ଦୌଡ଼ରେ ଏକ ଉଜ୍ଜ୍ବଳମୟ ସମ୍ଭାବନା ସୃଷ୍ଟି କରିଛନ୍ତି […]

ଖେଳ ଦେଶ ବିଦେଶ

ମଙ୍ଗଳବାର ଦୁଇ ମହାମୁକାବିଲା: କେକେଆର ପାଇଁ କ୍ୟାପିଟାଲ୍ସ ଆହ୍ବାନ, ପଞ୍ଜାବକୁ ଭେଟିବ ମୁମ୍ବାଇ ରସେଲଙ୍କୁ ନେଇ ସଂଶୟ ଜାରି

ସାରଜା: ‘ଆଇପିଏଲ୍-୨୦୨୧’ ଦ୍ବିତୀୟ ଚରଣର ଆଉ ଏକ ମହତ୍ବପୂର୍ଣ୍ଣ ମୁକାବିଲାରେ ମଙ୍ଗଳବାର ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ଭେଟିବ। ୧୦ ମ୍ୟାଚ୍‌ରୁ ୮ ବିଜୟ ସହ ମୋଟ ୧୬ ପଏଣ୍ଟ ପାଇ ଦିଲ୍ଲୀ ଏକପ୍ରକାର ପ୍ଲେ ଅଫ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛି। ହେଲେ ‌କେକେଆର୍‌ ପାଇଁ ଏହି ପଥ ଏବେବି ବଂଧୁର ରହିଛି। କାରଣ କେକେଆର୍‌ ୧୦ ମ୍ୟାଚ୍‌ରୁ ମାତ୍ର ୪ ବିଜୟ ପାଇ କେବଳ […]