କପିଳ ଦେବ ସମ୍ପୂର୍ଣ୍ଣ ଫିଟ୍ : ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇବା ସହ ଦୀପାବଳିର ଜଣାଇଲେ ଶୁଭେଚ୍ଛା
ନୂଆଦିଲ୍ଲୀ୧୪/୧୧ : ପୂର୍ବତନ ଭାରତୀୟ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଏବେ ସମ୍ପୂର୍ଣ୍ଣ ଫିଟ୍ ହୋଇଯାଇଛନ୍ତି । ଦୀପାବଳି ଉପଲକ୍ଷେ ଟ୍ବିଟ ମାଧ୍ୟମରେ ଏକ ଭିଡିଓ ସେୟାର କରି ଫ୍ୟାନ୍ସମାନଙ୍କୁ ଶୁଭକାମନା ଜଣାଇଛନ୍ତି କପିଳ ଦେବ । ଗତ ମାସରେ କପିଳଙ୍କ ହଠାତ ହୃଦଘାତ ହେବାରୁ ସଙ୍ଗେ ସଙ୍ଗେ ସର୍ଜରୀ କରଯାଇଥିଲା । ଗତମାସ ଅକ୍ଟୋବର ୨୩ରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କର ଏଞ୍ଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା । ଏବେ କପିଳ ଦେବ ସମ୍ପୂର୍ଣ୍ଣ […]