ଆମ ଜଙ୍ଗଲ ଯୋଜନା ଓ ଆଇକାଡା ପ୍ରକଳ୍ପ ସହାୟତା ବିହନ ବିତରଣ କାର୍ଯ୍ୟକ୍ରମ
ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେଞ୍ଜ ବନ୍ଦଗଡ଼ ତେଲି ମୁଣ୍ଡା ଚାରା ଉତ୍ପାଦନ କେନ୍ଦ୍ର ଠାରେ ଆମ ଜଙ୍ଗଲ ଯୋଜନା ଓ କୃଷି ବିଭାଗର ଆଇକାଡା ପ୍ରକଳ୍ପ ମିଳିତ ଉଦ୍ୟମରେ ହରଡ଼ ବିହନ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଆଇକାଡ୍ ବିଭାଗ ର ରଞ୍ଜନ ବେହେରା ଙ୍କ ନେତୃତ୍ବରେ ବିହୀନ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଫିରିଙ୍ଗିଆ ରେଞ୍ଜ ବନ୍ଦଗଡ଼ ବନପାଳକ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ […]