ଭୁଶୁଡ଼ିଲା ଦୟା ନଦୀବନ୍ଧ, ଲୋକେ ଆତଙ୍କିତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଣାସ/ଗଡ଼ିଶାଗୋଦା : ଗତକାଲି ରାତିରେ କଣାସ ବ୍ଲକ୍ର ବସନ୍ତପୁର ନିକଟସ୍ଥ ଦୟା ନଦୀବନ୍ଧ ନଦୀ ଭିତରକୁ ଭୁଶୁଡ଼ି ପଡ଼ିବା ଓ ଲମ୍ବା ଫାଟ ସୃଷ୍ଟି ହେବା ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି। ଖବର ମୁତାବକ ଜଙ୍କିଆଠାରୁ ଗଡ଼ିଶାଗୋଦା ଦୟା ନଦୀବନ୍ଧ […]









