ଶ୍ରୀମନ୍ଦିର ଉତ୍ତରଦ୍ବାରରେ ଅବ୍ୟବସ୍ଥା: ବଡ଼ଦାଣ୍ଡକୁ ବାହାରି ପାରୁନାହାନ୍ତି ଭକ୍ତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ପୁରୀ : ଶ୍ରୀମନ୍ଦିର ଉତ୍ତରଦ୍ବାରରେ ଭକ୍ତଙ୍କୁ ଅସହ୍ୟ ଯନ୍ତ୍ରଣା। ଭିଡ଼ ଭିତରେ ଫସି ହେଉଛନ୍ତି କଲବଲ। ବଡ଼ଦାଣ୍ଡକୁ ବାହାରିବାକୁ ପାଉନାହାନ୍ତି ବାଟ। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବିକାଶ ଆଳରେ ରାସ୍ତାଘାଟକୁ ଏଭଳି ବିଗାଡ଼ି ଦିଆଯାଇଛି ଯେ ଭକ୍ତମାନେ ପ୍ରତିଦିନ ଭିଡ଼ ଭିତରେ ଫସୁଛନ୍ତି। […]









