ଟାଟା ଷ୍ଟିଲ୍ ଭୁବନେଶ୍ବର ସାହିତ୍ୟ ଉତ୍ସବ: ଜୀବନୀ ସାହିତ୍ୟ ଗଳ୍ପର ଏକ କଳା, ଏହାର ଲେଖନୀ ଶୈଳୀ ଭିନ୍ନ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର: ଜଣେ ବ୍ୟକ୍ତିଙ୍କ ସ୍ବତନ୍ତ୍ରତାର ଉତ୍ସବ ହେଲା ଜୀବନୀ ସାହିତ୍ୟ। ଏହା ଗଳ୍ପର ଆଉ ଏକ କଳା, ଯାହାକୁ ଲେଖିବାର ଭିନ୍ନ ଶୈଳୀ ରହିଛି। ‘ଜୀବନରେ ସମନ୍ବୟ’ ଶୀର୍ଷକ ଆଲୋଚନାରେ ଏହି ମତ ପ୍ରକାଶ ପାଇଥିଲା। ଏଥିରେ ଅଂଶଗ୍ରହଣ କରି ସମ୍ଭକାର […]









