୪ ଅନାଥ ଶିଶୁଙ୍କ ପାଇଁ ଗାଁ’ରେ ବସିଲା କୋର୍ଟ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ୪ଜଣ ଅନାଥ ଶିଶୁଙ୍କ ପାଇଁ ଗାଁରେ କୋର୍ଟ ବସିଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ବିଚାରପତି ଯୋଗଦେଇ ସେମାନଙ୍କ ଅଭାବ ଅସୁବିଧା ଶୁଣିବା ସହିତ ‘ମିସନ ବାତ୍ସଲ୍ୟ ଯୋଜନା’ରେ ସହାୟତା ପାଇଁ ତତ୍କ୍ଷଣାତ୍ ବ୍ୟବସ୍ଥା […]









