୨ ଦିନ ପରେ ଚାଲିଲା କାଗଜ କଳ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜୟପୁର : ଜୟପୁର ସେବା କାଗଜ କଳର ଗୋଟିଏ ୟୁନିଟ କଂଚାମାଲ୍ ଅଭାବରୁ ଗତ ଦୁଇଦିନ ବନ୍ଦ ରହିବା ପରେ ଗୁରୁବାର ଦିନ ‘ବି’ ସିଫ୍ଟରୁ ପୁଣି ଆରମ୍ଭ ହୋଇଛି। ଏଠାରେ ଥିବା ୨ଟି ୟୁନିଟରୁ ଗୋଟିଏ ଚାଳୁଥିବା ବେଳେ ଗୋଟିଏ […]









