ପତ୍ନୀ, ଝିଅକୁ ହତ୍ୟା ପରେ ଆତ୍ମହତ୍ୟା!
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ତୋୟାପୁଟ ଗାଁରେ ଲୋମଟାଙ୍କୁରା ଘଟଣା ଘଟିଛି। ଆଜି ରାତିରେ ବନ୍ଦ ଘରୁ ଦମ୍ପତି ଏବଂ କୁନି ଝିଅର ଶବ ଉଦ୍ଧାର କରାଯାଇଛି। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନଥିଲେ ସୁଦ୍ଧା ପତ୍ନୀ […]









