ବାମରାରେ ୧୧ ଘଣ୍ଟା ରେଳରୋକ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବାମରା : ଦକ୍ଷିଣ-ପୂର୍ବ ରେଳପଥ ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ବାମରା ରେଳଷ୍ଟେସନଠାରେ ବୁଧବାର ପ୍ରାୟ ୧୧ ଘଣ୍ଟା ଧରି ରେଳରୋକ କରାଯାଇଛି। ବାମରା ରେଳ କ୍ରିୟାନୁଷ୍ଠାନ କମିଟି ଡାକରାରେ ସକାଳ ୬ଟା ପୂର୍ବରୁ ଶତାଧିକ ପୁରୁଷ ଓ ମହିଳା ରେଲୱେ ଟ୍ରାକ୍ […]









