ରାଜ୍ୟ ପୁଲିସ୍ରେ ୭ ହଜାରରୁ ଅଧିକ ପଦ ଖାଲି, ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ରାଜ୍ୟ ପୁଲିସରେ ଏବେ କନଷ୍ଟେବଳ ଠାରୁ ଆରମ୍ଭ କରି ଅତିରିକ୍ତ ଏସପି ପର୍ଯ୍ୟନ୍ତ ୭ ହଜାର ପଦ ଖାଲି ପଡ଼ିଛି। ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରୁ ଏଭଳି କଥା ସ୍ପଷ୍ଟ ହୋଇଛି। ରାଜ୍ୟରେ ମଞ୍ଜୁରିପ୍ରାପ୍ତ କନଷ୍ଟେବଳ […]









