ରାଜ୍ୟ

ଗୁଣୁପୁର ଅଞ୍ଚଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

ଗୁଣୁପୁର ବ୍ଲକ ଅନ୍ତର୍ଗତ ଭୀମପୁର ପଞ୍ଚାୟତ ଫୁଲପୁଟି ଗାଁରେ ଆଜି ଏକ ହାତୀର ମୃତଦେହ ଦେଖିବାକୁ ମିଳିଛିI ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛିI ଗ୍ରାମବାସୀମାନେ ସକାଳୁ ହାତୀର ମୃତଦେହ ଦେଖି ଗୁଣୁପୁର ବନ ବିଭାଗକୁ ଖବର ଦେଇଥିଲେI ରାୟଗଡ଼ା/ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଆଜି ସକାଳେ ଏକ ହାତୀର ମୃତଦେହ ଠାବ କରାଯାଇଛି। ଭୀମପୁର ପଞ୍ଚାୟତ ଫୁଲପୁଟି ଗାଁରେ ଉକ୍ତ ହାତୀର ମୃତଦେହ ଦେଖିବାର ମିଳିଛି। ଏନେଇ ସ୍ଥାନୀୟ ଲୋକେ ବନ […]

ରାଜ୍ୟ

ଭୁବନେଶ୍ୱର ଆଇଆଇଟିର ହଷ୍ଟେଲ ଛାତରୁ ଡେଇଁ ଜୀବନ ହାରିଲେ ଛାତ୍ରୀ!

ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ଘର ଦିଲ୍ଲୀରେ ବୋଲି ଜଣାଯାଇଛି। ତାଙ୍କ ନାମ ରିତିକା ବୋଲି ସୂଚନା ରହିଛି। ଜଟଣୀ: ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ଘର ଦିଲ୍ଲୀରେ ବୋଲି ଜଣାଯାଇଛି। ତାଙ୍କ ନାମ ରିତିକା ବୋଲି ସୂଚନା ରହିଛି।ସୂଚନା ଅନୁଯାୟୀ, ଛାତ୍ରୀଜଣଙ୍କ ହଷ୍ଟେଲ ଛାତ୍ରରୁ ଡେଇଁ ଜୀବନ ହାରିଥିବା ସୂଚନା ରହିଛି। ଗତକାଲି […]

ରାଜ୍ୟ

ବରସୁଆଁ ଲୌହ ଖଣିରେ ସିବିଆଇ ଚଢ଼ଉ

ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୌହଖଣିରେ ସିବିଆଇ ଚଢ଼ାଉ ଜାରି ରହିଛି। ପୂର୍ବତନ ଇଡି ପି.କେ ରଥଙ୍କ ସମେତ ଖଣି ମ୍ୟାନେଜର ସୁନନ୍ଦ ପରିଡ଼ା, ବି ଆର୍ ମଣ୍ଡଲ ଓ ପି.ସି ବରୁଆଙ୍କୁ ଜେରାର ସମ୍ମୁଖୀନ ହେବେ ବୋଲି ଜଣା ପଡ଼ିଛି | କୋଇଡ଼ା: ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୌହଖଣିରେ ସିବିଆଇ ଚଢ଼ାଉ ଜାରି ରହିଛି। ସୁଚନା ମୁତାବକ ବିଗତ ଦୁଇ ତିନୋଟି ଆର୍ଥିକ ବର୍ଷରେ ସେଲ୍ ଆର୍.ଏସ୍.ପି ପରିଚାଳିତ […]

ରାଜ୍ୟ

ସେପ୍ଟେମ୍ବର ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ: ମନ୍ତ୍ରୀ

ସେପ୍ଟେମ୍ବର ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ଏନେଇ ଆଜି ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ଇ-କେୱାଇସି ଯାଞ୍ଚ ଚାଲିଛି। ଭୁବନେଶ୍ୱର: ସେପ୍ଟେମ୍ବର ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ଏନେଇ ଆଜି ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ଇ-କେୱାଇସି ଯାଞ୍ଚ ଚାଲିଛି। ନୂଆ ରାସନ କାର୍ଡ ପାଇଁ […]

ଅପରାଧ

ବନ୍ଧାହେଲା ରଙ୍ଗିଲା ନକଲି ପୁଲିସ: ଟାର୍ଗେଟ୍‌ରେ କମ୍‌ ବୟସର ଯୁବତୀ

ଫେସ୍‌ବୁକ୍‌ରେ ଏକାଧିକ ଝିଅଙ୍କୁ ଫସାଇ ଶେଷରେ ଧରାପଡ଼ିଛି ନକଲି ରଙ୍ଗିଲା ଆଇଆଇସି। ଖଣ୍ଡଗିରି ଥାନା ପୁଲିସ ଏହି ନକଲି ପୁଲିକୁ ଗିରଫ ପରେ ଘଟଣା ପଦାକୁ ଆସିଛି। …….. ଭୁବନେଶ୍ବର: ଫେସ୍‌ବୁକ୍‌ରେ ଏକାଧିକ ଝିଅଙ୍କୁ ଫସାଇ ଶେଷରେ ଧରାପଡ଼ିଛି ନକଲି ରଙ୍ଗିଲା ଆଇଆଇସି। ଖଣ୍ଡଗିରି ଥାନା ପୁଲିସ ଏହି ନକଲି ପୁଲିକୁ ଗିରଫ ପରେ ଘଟଣା ପଦାକୁ ଆସିଛି। ସେ ହେଲା ଭଦ୍ରକ ଜିଲ୍ଲା ତୁମ୍ବାପାଡ଼ି ଅଞ୍ଚଳର ସୁବାସ କଅଁର ଓରଫ ମନୋଜ ମିଶ୍ର(୫୫)। ତା’ଠାରୁ ମୋବାଇଲ୍‌, […]

ରାଜ୍ୟ

ବିରୋଧୀ ସଦସ୍ୟଙ୍କ ହୋହଲ୍ଲା : ସାଢେ ୧୧ଟା ଯାଏ ଗୃହ ମୁଲତବୀ

ଆଜି ବିଧାନସଭା ଆରମ୍ଭରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିବାରୁ ଦିନ ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବାକୁ ଦାବି କରି ପ୍ରଥମେ ଗୃହରେ ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଭୁବନେଶ୍ବର: ଆଜି ବିଧାନସଭା ଆରମ୍ଭରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିବାରୁ ଦିନ ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ […]

ରାଜ୍ୟ

ନୂତନ ଶ୍ରେଣୀରେ ନାମ ଲେଖାଇପାରୁ ନାହାନ୍ତି ତିନି ଛାତ୍ର, ଜାଣନ୍ତୁ କାରଣ

କନ୍ଧମାଳ ଜିଲ୍ଲାରେ ଶିକ୍ଷା ହାର ବୃଦ୍ଧି କରିବା ସହ ଡ୍ରପ ଆଉଟ ସଂଖ୍ୟା କମେଇବାକୁ ସରକାର ଏବଂ ପ୍ରଶାସନ ଉଦ୍ୟମ କରୁଥିବା ବେଳେ କିଛି ପ୍ରମାଣପତ୍ର ପାଇଁ ବିଦ୍ୟାଳୟରେ ନାମ ଲେଖାରୁ ବଞ୍ଚିତ ହୋଇ ଘରେ ବସିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଶିକ୍ଷା ହାର ବୃଦ୍ଧି କରିବା ସହ ଡ୍ରପ ଆଉଟ ସଂଖ୍ୟା କମେଇବାକୁ ସରକାର ଏବଂ ପ୍ରଶାସନ ଉଦ୍ୟମ କରୁଥିବା ବେଳେ କିଛି ପ୍ରମାଣପତ୍ର ପାଇଁ ବିଦ୍ୟାଳୟରେ ନାମ […]

ଦେଶ ବିଦେଶ

ଯୌନ ନିର୍ଯାତନା ଅଭିଯୋଗ ପରେ ଭାଙ୍ଗିଯାଇଛି ପରିବାର

ଯୌନ ନିର୍ଯାତନା ଅଭିଯୋଗ ପରେ ଜୟସୂର୍ଯା କହିଛନ୍ତି, ‘ମୁଁ ଗତଏକମାସ ହେବ ମୋ ପରିବାର ସହିତ ଆମେରିକାରେ ଅଛି। ଖୁବ ଶୀଘ୍ର ଭାରତ ଯାଇ ଆଇନ ଅନୁଯାୟୀ ସମସ୍ତ ଅଭିଯୋଗର ଜବାବ ଦେବି। ନୂଆଦିଲ୍ଲୀ: ହେମା କମିଟିଙ୍କ ରିପୋର୍ଟ ସାମ୍ନାକୁ ଆସିବା ପରେ ମଲାୟାଲମ ସିନେମା ସମେତ ପ୍ରତ୍ୟେକ ଇଣ୍ଡଷ୍ଟ୍ରିରେ ଆଲୋଡ଼ ଖେଳି ଯାଇଛି। ଲୋକପ୍ରିୟ ମଲାୟାଲମ ଅଭିନେତା ଜୟସୂର୍ଯାଙ୍କ ବିରୋଧରେ ବି ଯୌନ ନିର୍ଯାତନା ସମେତ ଖରାପ ବ୍ୟବହାର କରିବାର ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ […]

ଦେଶ ବିଦେଶ

ସେପ୍ଟେମ୍ବର ୩ରେ ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେବ ଦୁଷ୍କର୍ମ ବିରୋଧୀ ବିଲ୍

ସେପ୍ଟେମ୍ବର ୩ରେ ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେବ ଦୁଷ୍କର୍ମ ବିରୋଧୀ ବିଲ୍। ଏହି ବିଲ୍‌ରେ ଅଭିଯୁକ୍ତଙ୍କୁ ୧୦ ଦିନ ମଧ୍ୟରେ ଫାଶୀ ଦଣ୍ଡର ବ୍ୟବସ୍ଥା ରହିବ। ମମତା ସରକାରଙ୍କ ପ୍ରସ୍ତାବିତ ଆଇନକୁ ନେଇ ବିତର୍କ ବଢ଼ିବାରେ ଲାଗିଛି। କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ଏକ ସ୍ୱତନ୍ତ୍ର ଦୁଇ ଦିନିଆ ଅଧିବେଶନ ସେପ୍ଟେମ୍ବର ୨ (ସୋମବାର)ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁଦଣ୍ଡ ପ୍ରସ୍ତାବ ପାରିତ […]

ଦେଶ ବିଦେଶ

ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା: ଗଲାଣି ୧୯ ଜଣଙ୍କ ଜୀବନ

ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇ ଅତିକମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି।  ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ବିଭିନ୍ନ ସ୍ଥାନରୁ ୧୭,୦୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି। ନୂଆଦିଲ୍ଲୀ: ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇ ଅତିକମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି।  ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ବିଭିନ୍ନ ସ୍ଥାନରୁ ୧୭,୦୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସ‌ାରିଲାଣି। କାରଣ ଲଗାତାର ବର୍ଷା ସାରା ରାଜ୍ୟକୁ ଜଳମଗ୍ନ କରି ବ୍ୟାପକ […]