ଚାନ୍ଦିପୁର ଆଇଟିଆର୍ ବରିଷ୍ଠ ଅଧିକାରୀ ଗିରଫ ଘଟଣା: ଅଭିଯୁକ୍ତର ଗାଁ ଲୋକେ ଆଶ୍ଚର୍ଯ୍ୟ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜଳେଶ୍ୱର : ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର୍ରେ ବରିଷ୍ଠ ବୈଷୟିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ସମ୍ପତ୍ତିଆ ପଞ୍ଚାୟତ ବାଗପୁଞ୍ଜି ଗ୍ରାମର ବାବୁରାମ ଦେ ପାକିସ୍ତାନକୁ ଦେଶର ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରଘଟ କରିଥିବା ଅଭିଯୋଗରେ ଗିରଫ […]









