ରାଜ୍ୟ ବଜେଟ୍ରେ ନୂଆ କଥା : ନୂଆ ଯୋଜନା,ନୂଆ ପ୍ରସ୍ତାବନା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଧାନସଂଗ୍ରହ ସମୟରେ ଚାଷୀଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ ପାଇଁ ୨୦୦୦ କୋଟି ଟଙ୍କାର ପାଣ୍ଠି ୧୪୭ଟି ସ୍ବାସ୍ଥ୍ୟ କେନ୍ଦ୍ରର ରୂପ ବଦଳିବ; ‘ଆମ ହସ୍ପିଟାଲ ଯୋଜନା’ରେ ୭୫୦ କୋଟି ବରାଦ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜିଲ୍ଲା, ବ୍ଲକ, […]









