ସରକାରକା ମାଲ ଦରିଆ ମେ ଡାଲ: ରାତିରେ ନୁହେଁ, ଦିନରେ ଜଳୁଛି ଆଲୁଅ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହରରେ ଆଲୋକୀକରଣ ଉପରେ ପୌର ପରିଷଦର ଗୁରୁତ୍ବ ନାହିଁ। ସରକାରକା ମାଲ ଦରିଆମେ ଡାଲ ନୀତି ଆପଣେଇଛି। ଅଧିକାଂଶ ସ୍ଥାନରେ ରାତିରେ ଆଲୁଅ ଜାଳୁନଥିବା ବେଳେ ଦିନସାରା ଜଳୁଥିବା ଏହାକୁ ସ୍ପଷ୍ଟ କରୁଛି। ଉକ୍ତ ସମସ୍ୟା […]









