ରନ୍ଧନ ଗ୍ୟାସ ଦରବୃଦ୍ଧି କେନ୍ଦ୍ର ସରକାରଙ୍କର ଦେଶବାସୀଙ୍କୁ ‘ହୋଲି ଉପହାର’: ସମାଜବାଦୀ ପାର୍ଟି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର : ‘ଆଚ୍ଛେଦିନ’ର ସ୍ବପ୍ନ ଦେଖାଇ କ୍ଷମତାକୁ ଆସିଥିବା କେନ୍ଦ୍ର ସରକାର ଦେଶବାସୀଙ୍କୁ ଧୋକା ପରେ ଧୋକା ଦେଇଚାଲିଛି। ମହଙ୍ଗା ମାଡରେ ଗରିବ, ନିମ୍ନମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀ ମଧ୍ୟରେ ଆତଙ୍କ ଖେଳିଯାଇଛି। ଜିଏସ୍ଟି ଲାଗୁ ହେଲା ପରେ ଦରଦାମ୍ ବୃଦ୍ଧି […]









