ପାୱାର ଚାନେଲକୁ ଛାତ୍ରୀ ଡେଇଁବା ଘଟଣା: ୨ ଛାତ୍ରଙ୍କ ବିରୋଧରେ ହତ୍ୟା ମାମଲା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବୁର୍ଲା : ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ପାୱାର ଚାନେଲକୁ ଡେଇଁବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ବୁଧବାର ସକାଳ ୧୦ଟାରେ ଚିନ୍ମୟୀଙ୍କ ମୃତଦେହ ପାୱାର ଚାନେଲ ସାଇଫନ୍ ପାଖରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ପରିବାର ଲୋକଙ୍କ […]









