ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ବୋର୍ଡ ନାଁରେ ଜାଲ୍ ସାର୍ଟିଫିକେଟ୍
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ . କଟକ : ଓଡ଼ିଆ ପିଲା ଉତ୍ତରପ୍ରଦେଶ, ଝାଡ଼ଖଣ୍ଡରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ପୁଣି ଓଡ଼ିଆରେ ୯୦/୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାର ସାର୍ଟିଫିକେଟ ଆଣି ଚାକିରି ପାଇଁ ଦାଖଲ କରୁଛନ୍ତି। ଡାକ ବିଭାଗରେ ଜାଲ୍ ମାର୍କସିଟ୍ର ଗୁମର ଧୀରେ ଧୀରେ […]









