ଅପରାଧ ରାଜ୍ୟ

ପ୍ରାଚୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ବଢିଲା ସସପେନ୍ସ

ନିଆଳି ୨୮/୦୭: କଟକ ଗ୍ରାମାଞ୍ଚଳ ପୋଲିସ ଓଲଟପୁର ଥାନା ଅଧିନ ଓଲଟପୁର ପ୍ରାଚୀ ନଦୀରୁ ଜଣେ ଯୁବକର ମୃତଦେହ ଉଦ୍ଧାର । ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ଓଲଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ପୋଷ୍ଟମଟମ ପାଇଁ ପଠାଇଛି । ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଅଗଷ୍ଟ ୮ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ

ଭୁବନେଶ୍ୱର ୨୮।୦୮ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିଥିବାବେଳେ ଅଗଷ୍ଟ ୮ ତାରିଖରେ ପ୍ରକାଶ ପାଇବ କଳା ଓ ଧନ୍ଦାମୂଳକ ବିଷୟର ଫଳ । ଏନେଇ ଫଳ ପ୍ରକାଶ ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । orissaresults.nic.in ୱେବସାଇଟ୍‌ରେ ମାଧ୍ୟମରେ ଫଳ ଜାଣିପାରିବେ ଛାତ୍ରଛାତ୍ରୀ। ତେବେ ରାଜ୍ୟରେ ଚଳିତବର୍ଷ କଳାରେ ୨ ଲକ୍ଷ ୧୩ […]

ଅପରାଧ ରାଜ୍ୟ

୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଲମତାପୁଟ ୨୮।୦୭: ପୁଣି ଧରାପଡିଲା ଗଞ୍ଜେଇ କାରବାର । କୋରାପୁଟ ଜିଲ୍ଲା ଲମତାପୁଟ ସୂର୍ମି ଗାଁ ଛକ ନିକଟରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ଏହାସହିତ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ଖବର ଅନୁଯାୟୀ, ଗୋଟିଏ କାର୍‌ରେ ୫ଟି ବସ୍ତାରେ ପ୍ରାୟ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିଲା । ଏହି ସବୁ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା […]

ଧର୍ମ ରାଜ୍ୟ

ଚିତାଲାଗି ଅମାବାସ୍ୟା : ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତି, ଅପରାହ୍ନ ୨ଟାରୁ ୬ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ୨୮।୦୭: ଆଜି ଚିତାଲାଗି ଅମାବାସ୍ୟା। ଶ୍ରୀମନ୍ଦିରରେ ମହାପ୍ରଭୁ ଆଜି ଲାଗି ହେବେ ବ୍ରହ୍ମଜ୍ୟୋତି ହୀରା ଚିତା। ପତିମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ବାଡର ବାଡ଼ଗ୍ରାହୀ ଦଇତାପତି, ଓ ଅନ୍ୟାନ୍ୟ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କୁ ଏହି ଅଳଙ୍କାର ଲାଗି କରିବେ। ଶ୍ରୀଜଗନ୍ନାଥଙ୍କୁ ସୁଭ୍ର ହୀରା ଖଚିତ ରତ୍ନଚିତା, ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ପାନା ହୀରା ଖଚିତ ରତ୍ନ ଚିତା ଲାଗି କରାଯିବ। ଚିତାଲାଗି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ। ସ୍ନାନପୂର୍ଣମୀ […]

ଖେଳ ଦେଶ ବିଦେଶ

ICC ରାଙ୍କିଂରେ ପାକିସ୍ତାନ କ୍ୟାପ୍ଟେନଙ୍କ ସଫଳତା: ଟେଷ୍ଟରେ ନମ୍ବର ୩ରେ ବାବର ଆଜମ

ମୁମ୍ବାଇ: ICC ରାଙ୍କିଂରେ ପାକିସ୍ତାନୀ କ୍ରିକେଟର ବାବର ଆଜମଙ୍କର କମାଲ। କ୍ରିକେଟର ତିନୋଟି ଯାକ ଫର୍ମାଟ୍‌ରେ ଟପ୍‌ ୩ ଭିତରେ ରହିଚି ତାଙ୍କ ନାଁ। ବିଶ୍ୱ କ୍ରିକେଟର ସେ ଜଣିଏ ମାତ୍ର ବ୍ୟାଟର ଭାବେ ତିନୋଟିଯାକ ଫର୍ମାଟ୍‌ର ଟପ୍ ୩ ଭିତରେ ରହିଛନ୍ତି ବାବର। ପୂର୍ବରୁ ଟି-୨୦ ଓ ଦିନିକିଆରେ ସେ ୧ ନମ୍ବର ସ୍ଥାନରେ ଥିବା ବେଳେ ଆଜି ଟେଷ୍ଟରେ ମଧ୍ୟ ୩ ନମ୍ବର ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ବୁଧବାର ଜୁଲାଇ ୨୭ ତାରିଖ ICC […]

ଅପରାଧ ଦେଶ ବିଦେଶ

ତାମିଲନାଡୁରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା: ମୃତ୍ୟୁ ପୂର୍ବରୁ ଛାଡି ଗଲେ ସୁଇସାଇଡ୍‌ ନୋଟ୍‌, ୨ ସପ୍ତାହ ଭିତରେ ରାଜ୍ୟରେ ଗଲାଣି ୫ ଜୀବନ

ଚେନ୍ନାଇ: ତାମିଲନାଡୁରେ ବାରମ୍ବାର ଆସୁଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ। ଆଜି(ଜୁଲାଇ ୨୭) ଜଣେ ୧୨ ଶ୍ରେଣୀ ପଢ଼ୁଥିବା ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ଦୁଇ ସପ୍ତାହ ମଧ୍ୟରେ ୫ ଛାତ୍ରଛାତ୍ରୀଙ୍କର ଜୀବନ ଗଲାଣି। ଆଜି ଶିବଗଙ୍ଗା ଜିଲ୍ଲାରେ ଥିବା ନିଜ ଘରୁ ଛାତ୍ରଙ୍କର ମୃତଦେହ ମିଳିଛି। ତେବେ ଆତ୍ମହତ୍ୟା କରିବା ପୂର୍ବରୁ ଛାତ୍ର ଜଣଙ୍କ ସୁଇସାଇଡ୍ ନୋଟ୍ ଛାଡ଼ିଯାଇଥିବା ପୁଲିସ ସୂଚନା ଦେଇଛି। ତେବେ ସୁଇସାଇଡ୍ ନୋଟ୍‌ରେ ଯାହା ଲେଖାଯାଇଛି ତାହା […]

ଖେଳ ଦେଶ ବିଦେଶ

ୱେଷ୍ଟଇଣ୍ଡିଜ-ଭାରତ ଶେଷ ଦିନିକିଆ, ‘କ୍ଲିନ୍‌ ସୁଇପ୍‌’ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ପୋର୍ଟ ଅଫ୍‌ ସ୍ପେନ୍‌ ୨୭।୦୭: ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ବୁଧବାର ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ । ପ୍ରଥମ ୨ଟି ମ୍ୟାଚ୍‌ ଜିତି ସିରିଜ ହାତେଇ ସାରିଥିବା ଭାରତୀୟ ଦଳ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ଘରୋଇ ଦଳ ସମ୍ମାନ ବଞ୍ଚାଇବାକୁ ଲଢେଇ କରିବ । ରବିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଭାରତ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲା । ଶେଷ ୧୦ ଓଭରରେ ଭାରତକୁ ବିଜୟ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପ୍ରକାଶ ପାଇଲା +୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର, ୨୭/୦୭: ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଘୋଷଣା ହୋଇଛି । ବୁଧବାର ୪ଟା ସମୟରେ ଏହି ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା ପ୍ରକାଶ କରାଯାଇଛି । କଳାର ଫଳାଫଳ ସପ୍ତାହକ ମଧ୍ୟରେ ପ୍ରକାଶ ପାଇବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ଅପରାଧ ରାଜ୍ୟ

ଭାଇ ନାଁରେ କଳଙ୍କ, ଘରେ କେହି ନଥିବାବେଳେ ସମ୍ପର୍କୀୟ ଭଉଣୀଙ୍କୁ କଲେ ଦୁଷ୍କର୍ମ

ନୀଳଗିରି ୨୭/୦୭: ଭାଇ ନାଁରେ କଳଙ୍କ । ଏଭଳି ଘୃଣ୍ୟ କାମ ସହଜରେ ସମାଜ ଗ୍ରହଣ କରିନଥାଏ । ହେଲେ ଜଣେ ଯୌନ ପିପାସୁ ଭାଇ ତାଙ୍କ ସମ୍ପର୍କିୟ ଭଉଣୀଙ୍କୁ ଦୁଷ୍କର୍ମ କରିବା ଭଳି ଅଭିଯୋଗ ଆସିଛି । ସୂଚନାଯୋଗ୍ୟ ଧୋବଶିଳା ପଞ୍ଚାୟତ ଅଧିନ ଆଗରିଆ ଗାଁର ଜଗନ୍ନାଥ ସିଂ ତାଙ୍କ ଘରେ କେହିନଥିବାର ସୁଯୋଗରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଉଠିଛି । ନାବାଳିକା ଜଣକ ତାଙ୍କର ସମର୍କୀୟ ଭଉଣୀ ବୋଲି ଜଣାପଡିଛି । […]

ଅପରାଧ ରାଜ୍ୟ

ପ୍ରେମିକାଙ୍କୁ ଦେଖା କରିବାକୁ ବାରଣ କଲେ ଘରଲୋକ, ଫିନାଇଲ ଓ ବିଷ ପିଇ ଆତ୍ମହତ୍ୟା କଲା ପ୍ରେମିକ

କରଞ୍ଜିଆ ୨୭।୭: ପ୍ରେମିକା ଘର ଆଗରେ ପ୍ରେମିକର ଆତ୍ମହତ୍ୟା । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବଜାର ଅଞ୍ଚଳରେ ରହୁଥିବା ଜନୈକ ମୁସଲମାନ ସମ୍ପ୍ରଦାୟର ଜଣେ ଯୁବତଙ୍କୁ ସେହି ସମ୍ପ୍ରଦାୟର ଜଣେ ଯୁବକ ପ୍ରେମ କରୁଥିଲେ । ଜନୈକ ଯୁବକ ଜଣଙ୍କ ମଙ୍ଗଳବାର ସନ୍ଧ୍ୟା ସମୟରେ କରଞ୍ଜିଆରେ ରହୁଥିବା ନିଜ ପ୍ରେମିକାଙ୍କୁ ଦେଖା କରିବା ପାଇଁ ଆସିଥିଲେ । ହେଲେ ଝିଅଘର […]