ଛାତ୍ରୀଙ୍କୁ ଯୌନ ନିର୍ଯାତନା ! ଘଟଣାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର ୦୨।୦୮ : ଅଧ୍ୟାପକଙ୍କ ନାଁ ସଙ୍ଗୀନ ଅଭିଯୋଗ । ଭୁବନେଶ୍ୱର ନହରକଣ୍ଟା ଶ୍ରୀଜୟଦେବ କଲେଜରେ ଛାତ୍ରୀଙ୍କ ଯୌନ ନିର୍ଯାତନାର ଅଭିଯୋଗ ଆସିଛି । ଘଟଣାର ଛାନ୍ଭିନ୍ ଆରମ୍ଭ ହୋଇଛି । ଖବର ଅନୁଯାୟୀ, ଶ୍ରୀଜୟଦେବ କଲେଜ ଅଫ ଏଜୁକେସନ ଓ ଟେକ୍ନୋଲୋଜିରେ ଅଧ୍ୟାପକଙ୍କ ନାଁ ରେ ଯୌନ ନିର୍ଯାତନା ଅଭିଯୋଗ । ସେ ମାସ ମାସ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। କଲେଜର ଯୁକ୍ତ ୩ ବିଜ୍ଞାନ ବିଭାଗ ଛାତ୍ରୀ […]