ନକଲି ସାର୍ଟିଫିକେଟ୍ ଧରପଗଡ଼ ମାମଲା: ମନୋଜ, ଆଲୋକ ପରେ ଭିନିତ ନାଏକ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ . ବଲାଙ୍ଗୀର : ବହୁଚର୍ଚ୍ଚିତ ନକଲି ସାର୍ଟିଫିକେଟ ମାମଲାର ତଦନ୍ତ ଜାରି ରଖିଛି ବଲାଙ୍ଗୀର ପୁଲିସ। ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ତାଙ୍କ ସହଯୋଗୀ ଆଲୋକ ଉଦ୍ଗାତା କେମିତି ନକଲି ସାର୍ଟିଫିକେଟ କାରବାର କରୁଥିଲେ? କିଏ କିଏ ତାଙ୍କ ପଛରେ ଥିଲେ? […]









