ମଦ ପ୍ରସ୍ତୁତ ୟୁନିଟରେ ଚଢାଉ, ୪ଗିରଫ
ବ୍ରହ୍ମପୁର ୧୩।୦୯: ବେଆଇନ୍ ମଦ ପ୍ରସ୍ତୁତ ୟୁନିଟ ଉପରେ ପୋଲିସର ଚଢାଉ । ୪ଜଣଙ୍କୁ ଗିରଫ କରିବା ସହ ମଦ ପ୍ରସ୍ତୁତ ସାମଗ୍ରୀ ଏବଂ ମଦ ବୋତଲ ଜବତ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବେତଝରୀ ନିକଟରେ ବେଆଇନ୍ ଭାବେ ମଦ ପ୍ରସ୍ତତ ୟୁନିଟ୍ ଚଳାଉଥିଲେ ।ଯାହାର ଗୁଇନ୍ଦା ସୂଚନା ପାଇଥିଲା ପୋଲିସ । ଏହିକ୍ରମରେ ସେହି ସ୍ଥାନରେ ଚଢାଉ […]