୩୨ ବର୍ଷ ପରେ କାଶ୍ମୀର ଘାଟୀରେ ଖୋଲିଲା ସିନେମା ହଲ୍, ସ୍ପେଶାଲ ସ୍କ୍ରିନିଂରେ ପ୍ରଥମ ଫିଲ୍ମ ‘RRR’
ନୂଆଦିଲ୍ଲୀ ୧୯।୦୯: ଧାରା ୩୭୦ ଏବଂ ୩୫-ଏ ଅପସାରଣ ପରେ ୩୨ବର୍ଷ ପରେ ଏବେ ଜାମ୍ମୁ କାଶ୍ମୀରର ଶୋପିଆନ୍ ଏବଂ ପୁଲୱାମାରେ ସିନେମା ହଲ୍ ଖୋଲିବ। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ରବିବାର ଏହି ଉଭୟ ମଲ୍ଟିପ୍ଲେକ୍ସର ଲୋକାର୍ପଣ କରିଛନ୍ତି। ତେବେ ‘ଶ୍ରଦ୍ଧା’ କାରଣରୁ ଆସନ୍ତା ସପ୍ତାହରୁ ଏହି ସିନେମା ଗୁଡ଼ିକର ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ଚାଲିଛି। ଅର୍ଥାତ୍ ଆସନ୍ତା ସପ୍ତାହରେ ଶୋପିଆନ୍ ଏବଂ ପୁଲୱାମା ଲୋକମାନେ ବଡ଼ ପରଦାରେ ସିନେମା ଦେଖିବାର ମଜା […]