ଅପରାଧ ରାଜ୍ୟ

କନ୍ଧମାଳରୁ ବଙ୍ଗକୁ ଚାଲାଣ ହେଉଥିଲା ଗଞ୍ଜେଇ, ମାଡିବସିଲା ଅବକାରୀ ବିଭାଗ

ବ୍ରହ୍ମପୁର୨୧/୦୯: ପାର୍ବଣରେ ବେଶ ସକ୍ରିୟ ହୋଇପଡିଛି ଅବକାରୀ ବିଭାଗ । ନିଶା ମାଫିଆଙ୍କୁ ଚେକ୍ ଦେବାକୁ ସବୁ ପ୍ରକାରର ଉଦ୍ୟ ଚଳାଇଛି ବିଭାଗ । ଏହି ପରିପ୍ରେକ୍ଷୀରେ ଅବକାରୀ ଗୁଇନ୍ଦା ବିଭାଗର ପୁଣି ଚଢାଉ କରାଯାଇଛି । ତେବେ ଏହି ଚଢାଉରେ ୧୨୦ କିଲୋ ଗଞ୍ଜେଇ ଜବତ ହୋଇଛି । କନ୍ଧମାଳରୁ ପଶ୍ଚିମବଙ୍ଗକୁ ବେଆଇନ୍ ଗଞ୍ଜେଇ ଚାଲାଣ ବେଳେ ଜଗନ୍ନାଥପ୍ରସାଦ ଗୋଚ୍ଛାବାଡି ନିକଟରେ ଅବକାରୀ ଗୁଇନ୍ଦା ବିଭାଗ କରିଥିଲା ଚଢାଉ । ଫଳରେ ବିପୁଳ ପରିମାଣର ଗଞ୍ଜେଇ […]

ଅପରାଧ ରାଜ୍ୟ

ଭିଜିଲାନ୍ସ ସ୍କାନରରେ ଅତିରିକ୍ତ ତହସିଲଦାର, ଏକାସାଙ୍ଗେ ୮ଟି ସ୍ଥାନରେ ଚାଲିଛି ଚଢାଉ

ସୁନ୍ଦରଗଡ଼ ୨୧।୦୯ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍‌ । ଏହି ରେଡ୍‌ରେ ବିଭିନ୍ନ ଟିମ୍‌ ସାମିଲ ଅଛନ୍ତି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ରେଡ୍‌ ଚାଲିଛି । ଏକାସାଙ୍ଗେ ବାସଭବନ ସମେତ ୮ଟି ସ୍ଥାନରେ ଚଢାଉ କରୁଛି […]

ଅପରାଧ ରାଜ୍ୟ

ଟ୍ରାକ୍‌ରୁ ଖସୁଛି ଟ୍ରେନ୍‌: ୪ ସପ୍ତାହରେ ୪ଟି ଟ୍ରେନ୍‌ ଲାଇନ୍‌ଚ୍ୟୁତ

ଭୁବନେଶ୍ବର: ଟ୍ରାକ୍‌ରୁ ବାହାରି ଯାଉଛି ଟ୍ରେନ୍‌। ଗୋଟିଏ କି ଦୁଇଟି ନୁହେଁ, ଗତ ୪ ସପ୍ତାହରେ ଓଡ଼ିଶାରେ ୪ଟି ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଏହାକୁ ନେଇ ରେଳ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛି। ସଂଘଟିତ ୪ ଘଟଣା ମଧ୍ୟରୁ ୩ଟି ପୂର୍ବତଟ ରେଳପଥରେ ହୋଇଥିବା ବେଳେ ଗୋଟିଏ ଦକ୍ଷିଣ ପୂର୍ବ ରେଳପଥରେ ଘଟିଛି। କୌଣସି ଦୁର୍ଘଟଣାରେ ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନାହିଁ ସତ, ମାତ୍ର ଏଭଳି ଘଟଣା ରେଳପଥ ଲାଗି ଆହ୍ବାନ ସୃଷ୍ଟି କରିଛି। କେଉଁ କାରଣ […]

ଅପରାଧ ରାଜ୍ୟ

ପ୍ରେମିକ ସାଜିଲା ବଇରି: ୯ ମାସର ଗର୍ଭବତୀ ପ୍ରେମିକାକୁ ବିବାହ କରିବାକୁ ନାରାଜ, ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ବଲାଙ୍ଗୀର ୨୦/୦୯: ପ୍ରଥମେ ପ୍ରେମ ସମ୍ପର୍କ ଆଉ ପରେ ପ୍ରତାରଣା l ନଅ ମାସର ଗର୍ଭବତୀ ଯୁବତୀ ଏବେ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ତ ହୋଇଛି। ଏମିତି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ପିପଲପଦର ଗାଁରେ ଦେଖିବାକୁ ମିଳିଛି। ଗାଁର ବୃନ୍ଦାବନ ଛତ୍ରିଆଙ୍କ ଝିଅ ସେହି ଗାଁର ସୁମନ୍ତ ଭୋଇ ପରସ୍ପରକୁ ଦୀର୍ଘ ଛଅ ବର୍ଷ ହେଲା ଭଲ ପାଉଥିଲେ । ହେଲେ ଶେଷରେ ପ୍ରେମିକ ସୁମନ୍ତ ପ୍ରେମିକାଙ୍କୁ ଗର୍ଭବତୀ କରି ପ୍ରତାରଣା କରୁଛି। […]

ଅପରାଧ ରାଜ୍ୟ

ଚୋରି କରିବାକୁ ଆସି ଧରାପଡିଗଲା ଚୋର, ନଡିଆ ଗଛରେ ବାନ୍ଧି ଦେଲେ ଘର ମାଲିକ

କେନ୍ଦ୍ରାପଡ଼ା ୨୦।୦୯ : ଚୋରି କରିବାକୁ ଆସି ଧରାପଡିଗଲା ଚୋର l ଘର ମାଲିକ ଚୋରକୁ କାବୁ କରିନେଲେ l କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜଣ୍ଟିଲୋ ଗାଁ ରେ ଘଟିଛି ଏହି ଘଟଣା l ଖବର ଅନୁଯାୟୀ, ଜଣ୍ଟିଲୋ ଗାଁର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମଳୟ ରଞ୍ଜନ ବାରିକ ମଙ୍ଗଳବାର ପୂର୍ବାହ୍ନରେ ତାଙ୍କ ଘରେ ତାଲା ପକାଇ ଗାଁରେ ଥିବା ନିଜର ଅନ୍ୟ ଏକ ଘରକୁ ଯାଇଥିଲେ l ଗାଁ ଭିତରୁ ଫେରି ଦେଖିବାରୁ ତାଙ୍କ […]

ଅପରାଧ ରାଜ୍ୟ

ଫାଇନାନ୍ସ ଏଜେଣ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ଢେଙ୍କାନାଳ, ୨୦/୦୯ : ଫାଇନାନ୍ସ କମ୍ପାନୀର ଫିଲ୍ଡ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନା ଅନ୍ତର୍ଗତ ଖଜୁରିଆକଟା ଠାରେ ଖୋଲିଥିବା କ୍ୟାପିଟାଲ ଟ୍ରଷ୍ଟ ଫାଇନାନ୍ସ ନାମକ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ଅଜିତ ମହାପାତ୍ର । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ମୁକ୍ତାପୁର ଗ୍ରାମରେ ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ, ବାଲିମୀ ଥାନା […]

ଅପରାଧ ରାଜ୍ୟ

ରାଜଧାନୀରେ ମର୍ଡର, ବଡ଼ଭାଇର ଠେଙ୍ଗାମାଡ଼ରେ ସାନଭାଇ ମୃତ

ଭୁବନେଶ୍ବର ୨୦।୦୯ : ବଡଭାଇର ଠେଙ୍ଗାମାଡରେ ସାନଭାଇ ମୃତ । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଯାଇଛି । ମୃତକ ରାଜମୋହନ ସେନାପତି ହୋଇଥିବା ବେଳେ ହତ୍ୟାକାରୀ ବଡଭାଇ ହେଲେ ବିଶ୍ବମୋହନ ସେନାପତି ବୋଲି ଜଣାପଡିଛି। ଖବର ଅନୁଯାୟୀ, ବଡଭାଇ ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ବେଳେ ଖଣ୍ଡଗିରିରେ ରହୁଥିଲେ ସାନଭାଇ । ରାଜମୋହନ ବାରମ୍ବାର ଘରୁ ଟଙ୍କା ଆଣି ଅଯଥାରେ ଖର୍ଚ୍ଚ କରୁଥିଲେ । ଏହାକୁ ନେଇ ମଙ୍ଗଳବାର ଦିନ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା […]

ଅପରାଧ ରାଜ୍ୟ

ମହଙ୍ଗା ପଡିଲା ପୋଲିସକୁ ବିରୋଧ ଏବଂ ଦୁର୍ବ୍ୟବହାର, ବନ୍ତ ଛକରେ ୧୪୪ ଧାରା ଜାରି

ଭଦ୍ରକ ୨୦।୦୯ : ବନ୍ତ ଛକରେ ୧୪୪ ଧାରା ଜାରି । ଉଚ୍ଛେଦ ସରିବା ଯାଏଁ ଲାଗୁ ରହିବ ୧୪୪ ଧାରା । ଉଚ୍ଛେଦ ବେଳେ ପୋଲିସକୁ ଦୁର୍ବ୍ୟବହାର ଓ ବିରୋଧକୁ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନ । ଏନେଇ ଭଦ୍ରକ ତହସିଲଦାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ଭଦ୍ରକ ସହରର ବନ୍ତ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଜବରଦଖଲ କରି ବହୁ ଦୋକାନ ଖୋଲାଯାଇଥିଲା । ପୂର୍ବରୁ ଉଚ୍ଛେଦ ପାଇଁ […]

ଅପରାଧ ରାଜ୍ୟ

ପୂଜା ପୂର୍ବରୁ ଆକ୍ସନ : ସାଲିଆସାହିରେ କମିଶନରେଟ୍‌ ପୋଲିସର ଚଢାଉ, ବିପୁଳ ପରିମାଣର ଦେଶୀ ମଦ ନଷ୍ଟ

ଭୁବନେଶ୍ବର ୨୦।୦୯: ଦଶହରା ପୂର୍ବରୁ ଆକ୍ସନ ମୁଡରେ କମିଶନରେଟ ପୋଲିସ । ଭୁବନେଶ୍ବର ସାଲିଆସାହିରେ ପୋଲିସର ଚଢାଉ । ଏହି ଚଢାଉରେ ସାମିଲ ଅଛନ୍ତି ଡିସିପି ପ୍ରତୀକ ସିଂହ ଏବଂ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ । ବିପୁଳ ପରିମାଣରେ ଦେଶୀ ମଦ ଜବତ ହୋଇଥିବା ସୂଚନା । ଖବର ଅନୁଯାୟୀ, ଭୁବନେଶ୍ୱର ସାଲିଆସାହିରେ ନିଶା କାରବାର ଖବର ପାଇଥିଲା ପୋଲିସ । ଯାହାକୁ ନେଇ ଚଢାଉ କରିଥିଲା କମିଶନରେଟ୍‌ ପୋଲିସ । ଏଥିରେ ଡିସିପି ପ୍ରତୀକ ସିଂହ […]

ଅପରାଧ ଦେଶ ବିଦେଶ

ଖେଳାଳିଙ୍କ ପାଇଁ ଟଏଲେଟରେ ପ୍ରସ୍ତୁତ ହେଲା ଖାଦ୍ୟ, ଭିଡିଓ ଭାଇରାଲ ପରେ ଅଧିକାରୀ ସସ୍‌ପେଣ୍ଡ୍

ନୂଆଦିଲ୍ଲୀ ୨୦/୦୯: ଖେଳାଳିଙ୍କୁ ଅସମ୍ମାନ । କାହିଁକି ଏତେ ହତାଦାର । ଏକଥା ଆମେ କହୁନୁ ବରଂ ଏଇ ଦୃଶ୍ୟ ବୟାନ କରୁଛି । ଉତ୍ତର ପ୍ରଦେଶରୁ ନଜର ଆସିଥିବା ଏ ଚିତ୍ର ଏମିତି କହିବାକୁ ବାଧ୍ୟ କରୁଛି । ଉତ୍ତରପ୍ରଦେଶର ସହାରନପୁରର ଡ଼.ଭିମରାଓ ସ୍ପୋର୍ଟସ୍ ଷ୍ଟାଡିୟମ୍ ରେ ଆୟୋଜିତ କବାଡ଼ି ପ୍ରତିଯୋଗିତା ବେଳେ ଖେଳାଳିମାନଙ୍କୁ ଟଏଲେଟ୍ ଭିତରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ପରଷା ଯାଇଥିଲା । ଯାହାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଖୁବ ଭାଇରାଲ୍ […]